Browsing Category

ବିଚିତ୍ରା

ହେଣ୍ଡ୍‌ କ୍ରାଫ୍ଟର ନିଆରା କାରିଗର ତପସ୍ୱିନୀ : କାର୍‌ଗିଲ୍‌ ବିଜୟ ଦିବସରେ ଅବସରପ୍ରାପ୍ତ ସୈନିକମାନଙ୍କୁ ଦେଲେ ଅମର୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ହେଣ୍ଡ କ୍ରାଫ୍ଟର ଜଣେ ନିଆରା କାରିଗର ହେଉଛନ୍ତି ତପସ୍ୱିନୀ । ବଲାଙ୍ଗିର ଶାନ୍ତିପଡ଼ାର ତପସ୍ୱିନୀ ସାହୁ ପିଲା ଦିନରୁ ହେଣ୍ଡ୍‌ କ୍ରାଫ୍ଟ ପ୍ରତି ସ୍ୱତନ୍ତ୍ର ରୁଚି ରଖିଥିବା ବେଳେ କାର୍‌ଗିଲ୍‌ ବିଜୟ ଦିବସରେ ଅବସରପ୍ରାପ୍ତ ସୈନିକମାନଙ୍କୁ ଦେଲେ ଅମର୍‌
Read More...

ଅଜବ୍‌ ପ୍ରେମ : ପ୍ରେମିକାଙ୍କ ବାହା କରାଇଲେ ପ୍ରେମିକ

ବାଙ୍ଗାଲୁରୁ : ବାଙ୍ଗାଲୁରୁ ସହର ନିକଟସ୍ଥ ଏକ ଗାଁରେ ଏକ ଅଜବ୍‌ ପ୍ରେମ ଲୋକ ଲୋଚନକୁ ଆସିଛି । ଜଣେ ପ୍ରେମିକ ନିଜେ ପ୍ରେମିକାଙ୍କୁ ଅନ୍ୟ ଜଣଙ୍କ ସହ ବାହା କରାଇଛନ୍ତି । କୁହାଯାଇଛି ଯେ, ଦୀର୍ଘ ୪ ବର୍ଷର ଘନିଷ୍ଠ ପ୍ରେମ ପରେ ହଠାତ୍‌ ପ୍ରେମିକା ଦିନେ ପ୍ରେମିକ ସାମ୍ନାରେ କାନ୍ଦିବା ବେଳେ
Read More...

ଗୃହିଣୀମାନଙ୍କ ସ୍ୱୟଂ ଆକାଉଣ୍ଟ ପରିବାର ପାଇଁ ବେଶ୍‌ ଉପକାରୀ

ସୁଶ୍ରୀ ସ୍ନେହଲତା ଯେକୌଣସି ଗୃହିଣୀଙ୍କ ଏକ ସୟଂ ଆକାଉଣ୍ଟ ରହିଥାଏ, ଯାହା ପରିବାର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୁଏ । କମ୍‌ ବ୍ୟବହୃତ ହେଉଥିବା ରୋଷେଇ ଘରର କୌଣସି ଡବା ଭିତରେ କିମ୍ବା କାହାରି ନଜର୍‌କୁ ଆସୁ ନଥିବା ଆଲମାରୀର କୌଣସି କୋଣକୁ ବ୍ୟବହାର କରି ପ୍ରାୟତଃ ଗୃହିଣୀମାନେ ନିଜ
Read More...

ଆସ ରାନ୍ଧିବା ଦହି ପୋଟଳ

ସବୁ ବେଳେ ନୂଆ ନୂଆ ଜିନିଷ ରାନ୍ଧିବା ପାଇଁ ସମସ୍ତ ମହିଳାମାନଙ୍କ ଭିତରେ ଆଗ୍ରହ ଥାଏ । ନୂଆ ତରକାରୀଟିଏ ରାନ୍ଧି ଦେଇ ପାରିଲେ ପରସିବାକୁ ଯେତିକି ମଜା ତାଟିଆ ଚାଟି ଚାଟି ଖାଇଲେ ସେତିକି ମଜା । ଏହି କ୍ରମରେ ଆସନ୍ତୁ ଆଜି ରୋଷେଇ କରିବା ଦହି ପୋଟଳ । ଆବଶ୍ୟକ ସାମଗ୍ରୀ ;ଏହି ଦହି ପୋଟଳ
Read More...

ଆସନ୍ତୁ ଘରେ ଅତି ସହଜରେ ଜିଲାପି ପ୍ରସ୍ତୁତ କରିବା ପ୍ରଣାଳୀ ଶିଖିନେବା

ଶ୍ରାବଣୀ ବିଶ୍ୱାଲ ଆଜି ଆମେ ତିଆରି କରିବା ସୁପର କ୍ରିସ୍‌ପିି । ଏଥରକ ହୋଲିରେ ଆପଣ ଘରେ ବନାନ୍ତୁ ଏହି ଜିଲାପି । କାହିଁକି ନା ଏହା ବହୁତ ସମୟ ଧରି କ୍ରିସ୍‌ପି ରହିବ, ଜଲଦି ନରମ ପଡିବନି । ତେବେ ଚାଲନ୍ତୁ ଏହି ସୁପର କ୍ରିସ୍‌ପିି ରସୁଆ ଜିଲାପି ପାଇଁ କ’ଣ ସାମଗ୍ରୀ ଦରକାର ତାହା ଦେଖି
Read More...

ରାଜସ୍ଥାନର ଜଣେ ମହିଳା, ଯିଏ କୁଆଁରୀ ପରିଚୟ ଦେଇ ବିବାହ କରନ୍ତି, ତା’ପରେ ସ୍ୱାମୀଙ୍କୁ ଲୁଟନ୍ତି

ବାଡ଼ମେର୍ : ରାଜସ୍ଥାନର ବାଡ଼ମେର୍ ଜିଲ୍ଲାର ଚୌହଟନ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଲୁଟେରା ଦୁଲ୍‌ହନ୍‌ ଧରାପଡିଛି । ସେ ଅବିବାହିତ ବୋଲି ଦର୍ଶାଇ ବିବାହ କରନ୍ତି ଏବଂ ପରେ ସ୍ୱାମୀଙ୍କ ଠାରୁ ଟଙ୍କା ଏବଂ ଅଳଙ୍କାର ଲୁଟି ପଳାୟନ କରନ୍ତି । ବ୍ଲାକମେଲିଂ କରିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି
Read More...

ଜିଲ୍ଲାସ୍ତରୀୟ ଯୁବା ପଡୋଶ ସାଂସଦ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନେହେରୁ ଯୁବକେନ୍ଦ୍ର ତଥା ସଦାଇପାଲି ରାମଜୀ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୁବା ପଡୋଶ ସାଂସଦ କାର୍ଯ୍ୟକ୍ରମ ସ୍ଥାନୀୟ ସାଇଟ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡିଆରଡିଏ.ର ଜିଲ୍ଲା ସଂଯୋଜକ(ଦକ୍ଷତା)
Read More...

ଗଛକୁ ଭଲ ପାଇବା ପାଇଁ ସଚେତନତା ବାର୍ତ୍ତା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତରେ ଅଭିନବ ପ୍ରୟାସରେ ଗଛକୁ ଭଲ ପାଇବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି । ଦୁଇଟି ଗଛକୁ ବାହାଘର କରି ଏକ ଅଭିନବ ପ୍ରୟାସରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଛି । ଏବେ ବି ଦେଖିବାକୁ
Read More...