Browsing Category
ମନୋରଞ୍ଜନ
ରିୟାଙ୍କ ମୁହଁରୁ ବାହାରିଲା ସତ : ଥାଇଲାଣ୍ଡ ଟ୍ରିପ୍ରେ ସାରା ବି ଯାଇଥିଲେ
ନୂଆଦିଲ୍ଲୀ : ରିୟା ଚକ୍ରବର୍ତ୍ତୀଙ୍କ ମୁହଁରୁ ସତ ବାହାରିଥିବା ବେଳେ ଡ୍ରଗ୍ସ ମାମଲାରେ ଯାହାଙ୍କ ନାଁ ନେଇଛନ୍ତି ସେ ହେଲେ ସାରା ଅଲି ଖାନ । ଯାହାଙ୍କ ଜନ୍ମଗତ ସଂପର୍କ ରହିଛି ନବାବ ପରିବାର ସହ । ଛୋଟେ ନବାବ ଏବଂ ଅଭିନେତା ସୈଫ୍ ଅଲି ଖାନ୍ ଏବଂ ଅମୃତା ସିଂହର ଝିଅ । ସାରା ଏବେ ରିୟାଙ୍କ!-->…
Read More...
Read More...
କଙ୍ଗନାଙ୍କ ଡ୍ରଗ୍ସ କେସ୍ ତଦନ୍ତ କରିବ ମୁମ୍ବାଇ ପୁଲିସ
ମୁମ୍ବାଇ : କଙ୍ଗନାଙ୍କ ବିରୁଦ୍ଧରେ ଡ୍ରଗ୍ସ କେସ୍ର ତଦନ୍ତ ହେବ । ମହାରାଷ୍ଟ୍ର ସରକାର ତଦନ୍ତର ଆଦେଶ ଦେଇଛନ୍ତି । ତେବେ ମୁମ୍ବାଇ ପୁଲିସକୁ ତଦନ୍ତର ଦାୟତ୍ୱ ପ୍ରଦାନ କରାଯାଇଥିବା ଖବରରେ କୁହାଯାଇଛି । ମୁମ୍ବାଇ ପୁଲିସକୁ ମହାରାଷ୍ଟ୍ର ସରକାରଙ୍କ ତଦନ୍ତ କରିବା ସକାଶେ ଅଫିସଆଲ୍ ଚିଠି!-->…
Read More...
Read More...
ପରେଶ ରାୱଲ ହେଲେ ଏନ୍ଏସ୍ଡ଼ି ଅଧ୍ୟକ୍ଷ
ନୂଆଦିଲ୍ଲୀ : ବଲିଉଡ୍ର ବଳିଷ୍ଠ ପ୍ରତିଭାବାନ ଅଭିନେତା ତଥା ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ପରେଶ ରାୱଲ୍ଙ୍କୁ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା(ଏନ୍ଏସ୍ଡ଼ି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଏହି ସୂଚନା ଦେଇଥିବା ବେଳେ ସେ!-->…
Read More...
Read More...
ସଂଜୟ ଦତ୍ତ କ୍ୟାନ୍ସର ଚିକିତ୍ସା ଭିତରେ ଆରମ୍ଭ କଲେ ‘ଶମ୍ଶେର’ର ସୁଟିଂ
ପତ୍ନୀ ମାନ୍ୟତା କହିଲେ : ‘ରୁକ୍ ଜାନା ନେହିଁ ତୁ କହିଁ ହାର୍କେ’ମୁମ୍ବାଇ : ବଲଉଡ଼ ତାରକା ସଂଜୟ ଦତ୍ତ ଫୁସ୍ଫୁସ୍ କ୍ୟାନ୍ସର ରୋଗର ଚିକିତ୍ସା ଭିତରେ ଆରମ୍ଭ କରି ଦେଇଛନ୍ତି ତାଙ୍କ ‘ଶମ୍ଶେର୍’ ଫିଲ୍ମର ସୁଟିଂ । ଏ ସଂପର୍କରେ ତାଙ୍କ ପତ୍ନୀ ମାନ୍ୟତା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟିଂ!-->…
Read More...
Read More...
ପପ୍-ଜି ବ୍ୟାନ ପରେ ଅକ୍ଷୟ କୁମାରଙ୍କ ଘୋଷଣା : ଖୁବଶୀଘ୍ର ଦେଶକୁ ମିଳିବ ଏହାର ବିକଳ୍ପ
ନୂଆଦିଲ୍ଲୀ : ଭାରତ ସରକାର ଚାଇନିଜ୍ ଆପ୍ସକୁ ବ୍ୟାନ କରି ପଡ଼ୋଶୀ ଦେଶ ଉପରେ ଡିଜିଟାଲ ଷ୍ଟ୍ରାଇକକୁ ଦୋହରାଇଛନ୍ତି । ୧୧୮ଟି ଚାଇନିଜ ଆପ୍ସକୁ ବ୍ୟାନ କରିଛନ୍ତି ଭାରତ ସରକାର । ସବୁଠାରୁ ଖାସ କଥା ହେଉଛି ଲୋକପ୍ରିୟ ଆପ୍ ପପ୍-ଜିକୁ ବ୍ୟାନ କରି ଝଟକା ଦେଇଛନ୍ତି ସରକାର। କିନ୍ତୁ ପପ୍-ଜି!-->…
Read More...
Read More...
ସୁଶାନ୍ତ ସିଂହ ରାଜପୁତଙ୍କ ବିଜନେସ୍ ପାର୍ଟନର୍ ବରୁଣ ମାଥୁରଙ୍କୁ ଇଡ଼ି ପକ୍ଷରୁ ନୋଟିସ୍
ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ବଲିଉଡ଼୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିଜନେସ୍ ପାର୍ଟନର୍ ବରୁଣ ମାଥୁରଙ୍କୁ ମନି ଲେଡ଼ିଂ ମାମଲାର ଯାଂଚ ପାଇଁ ନୋଟିସ୍ ଦେଇଥିବା ଜଣାପଡ଼ିଛି । ତେବେ ଇଡ଼ିର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି ।!-->…
Read More...
Read More...
କଙ୍ଗନାଙ୍କ ନୂଆ ଚଳଚିତ୍ର ‘ତେଜସ୍’
ମୁମ୍ବାଇ, (କେପିଏନ୍ଏସ୍) : ବଲିଉଡ୍ କୁଇନ୍ କଙ୍ଗନା ରାଣାୱାତଙ୍କ ନୂଆ ଚଳଚିତ୍ର ‘ତେଜସ୍’ର ଫାଷ୍ଟ ଲୁକ୍ ଗତ ଫେବୃଆରୀରେ ଜାରି ହୋଇଥିଲା । ଏଥିରେ କଙ୍ଗନାଙ୍କୁ ବାୟୁସେନା ଅଧିକାରୀ ଭୂମିକାରେ ଦେଖିବାକୁ ମିଳବ । ଜୁଲାଇରୁ ଚଳଚିତ୍ରର ସୁଟିଂ ଆରମ୍ଭ ହେବାକୁ ଥିବା ବେଳେ କରୋନା ଯୋଗୁଁ!-->…
Read More...
Read More...
ବାହାରିଲା ବିଙ୍ଗ୍ ହ୍ୟୁମେନ କପଡ଼ା ମାସ୍କ
ମୁମ୍ବାଇ, (କେପିଏନଏସ) : ବଳିଉଡ ଜଗତର ଜଣାଶୁଣା ଅଭିନେତା ସଲମନ ଖାନଙ୍କର ଦ୍ୱାରା ଗଢା ହୋଇଥିବା ବିଙ୍ଗ୍ ହ୍ୟୁମାନ୍ କପଡା ତରଫରୁ ଆଜି ମାସ୍କ ଲୋକାର୍ପିତ ହୋଇଛି । ବିଙ୍ଗ୍ ହ୍ୟୁମାନ୍ର ମୁଖ୍ୟ ଉଦ୍ଦେଶ୍ୟ ହେଲା ନିଜେ ମାସ୍କ୍ ପିନ୍ଧିବା ସହିତ ଅନ୍ୟଙ୍କୁ ମଧ୍ୟ ପିନ୍ଧାଇବା । ଆଉ ମଧ୍ୟ!-->…
Read More...
Read More...
ଅଭିନେତା ସଂଜୟ ଦତ୍ତ ହଠାତ୍ ଅସୁସ୍ଥ
ମୁମ୍ବାଇ, (କେପିଏନ୍ଏସ୍) : ଅଭିନେତା ସଂଜୟ ଦତ୍ତ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ଗତକାଲି ସଂଧ୍ୟାରେ ତାଙ୍କୁ ମୁମ୍ବାଇ ସ୍ଥିତ ଲୀଳାବତୀ ହସପିଟାଲରେ ଭର୍ତ୍ତି କରାଯାଇଛି । ନିଶ୍ୱାସ ନେବାରେ ଅସୁବିଧା ହେବା କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିବା ବେଳେ ସଂଗେ ସଂଗେ ତାଙ୍କ କୋଭିଡ୍!-->…
Read More...
Read More...
ବିବାହ ବନ୍ଧନରେ ବାନ୍ଧିହେଲେ ଭଲ୍ଲାଲଦେବ
ହାଇଦ୍ରାବାଦ, (କେପିଏନ୍ଏସ୍): ତେଲୁଗୁ ସିନେମାରେ ଅଭିନୟ କରୁଥିବା ଜଣାଶୁଣା ଅଭିନେତା ତଥା ‘ବାହୁବଳୀ’ଚଳଚୀତ୍ରର ଖଳନାୟକ ରାଣା ଦଗ୍ଗୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ପ୍ରେମିକା ମିହିକା ବଜାଜଙ୍କୁ ହାଇଦ୍ରବାଦର ରାମାନାଇଡୁ ଷ୍ଟୁଡିଓରେ ତେଲୁଗୁ ଓ ମାରୱାଡି ପରମ୍ପରାରେ ବିବାହ!-->…
Read More...
Read More...