ସାଲେପାଲି ବୟୋଜ୍ୟେଷ୍ଠ ନାଗରିକ ଆବାସରେ ବୈଠକ : ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ ଓ ଔଷଧ ବଣ୍ଟନ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଗ୍ରାମ ମଙ୍ଗଳ ପାଠାଗାର ଦ୍ଵାରା ପରିଚାଳିତ ବୟୋଜ୍ୟେଷ୍ଠ ନାଗରିକ ଆବାସରେ ଜିଲ୍ଲା ସ୍ତରୀୟ ବୟୋଜ୍ୟେଷ୍ଠ ନାଗରିକ କମିଟି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗିର ଜିଲ୍ଲା ପବ୍ଲିକ ହେଲଥ୍ ଅଫିସର ଦିବ୍ୟ କିଶୋର ପତି!-->…
Read More...
Read More...