ହାଟପଦାପଡ଼ା ବିମଳ ଅଗ୍ରୱାଲଙ୍କ ଘରୁ ଡକାୟତି ଘଟଣାର ପର୍ଦାଫାଶ : ଦୁଇ ଗିରଫ, ୩୭ ହଜାର ଟଙ୍କା ଜବତ
ଟିଟିଲାଗଡ଼. (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହର ହାଟପଦା ପଡାରେ ଗତ ସେପ୍ଟେମ୍ବର ମାସ ୧୨ ତାରିଖରେ ବିମଳ କୁମାର ଅଗ୍ରୱାଲ ଘରେ ହୋଇଥିବା ଡକାୟତି ଘଟଣାରେ ଡ଼କାୟତ ଗ୍ୟାଙ୍ଗର ଦୁଇ ଜଣଙ୍କୁ ଧରିଛି ଟିଟିଲାଗଡ଼ ପୋଲିସ । ଏହି ଘଟଣାରେ ଟିଟିଲାଗଡ଼ ପୋଲିସ ମୁକୁନ୍ଦ ବାଗ ଏବଂ ଗୋବିନ୍ଦ!-->…
Read More...
Read More...