ଯୋଗଗୁରୁ ମନୋରମା ରାଉତଙ୍କୁ ବିଦାୟ ସମ୍ବର୍ଦ୍ଧନା
ରାଉରକେଲା, (ସସ୍ମିତା ପ୍ରଧାନ): ସେକ୍ଟର ୨୦ ପତାଞ୍ଜଳି ଯୋଗ ସମିତିର ସାଧାରଣ ସମ୍ପାଦିକା ମନୋରମା ରାଉତଙ୍କୁ ସେକ୍ଟର ୨୦ ସ୍ଥିତ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସମିତି ତରଫରୁ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ!-->…
Read More...
Read More...