ରାଜ୍ୟ ସନ୍ତରଣ ପ୍ରତିଯୋଗିତାରେ ବଲାଙ୍ଗିର ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ : ୮ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଓ ୬ଟି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସନ୍ତରଣ ସଂଘ ପକ୍ଷରୁ ୧୯ ଜଣ ପ୍ରତିଯୋଗୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସନ୍ତରଣଗାରରେ ଅନୁଷ୍ଠିତ ୬୬ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଯୋଗଦେଇଥିଲେ । ପ୍ରତିଯୋଗିତାରେ ବଲାଙ୍ଗିର ଦୟାସାଗର କଠାର ତିନୋଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ
Read More...

ଫାର୍ମ ହାଉସରେ ବିଦ୍ୟୁତ ତାର ବିଛାଇ ବନ୍ୟ ବାରହା ଶିକାର ଅଭିଯୋଗ : ବନବିଭାଗର ଚଢ଼ାଉ, ଫାର୍ମ ହାଉସର ଭୂମିକାକୁ ନେଇ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଦେଦର୍ହ ଗ୍ରାମ ନିକଟରେ ଥିବା ଏକ ଫାର୍ମ ହାଉସରେ ବିଦ୍ୟୁତ ତାର ବିଛାଇ ଏକ ବନ୍ୟ ବାରହାକୁ ଶିକାର କରାଯାଇଥିବା ଅଭିଯୋଗ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସୂଚନା ପାଇ ଖପ୍ରାଖୋଲ ବନପାଳ ସୁଧୀର
Read More...

ବଙ୍ଗୋମୁଣ୍ଡାରେ ଜମିବାଡ଼ି ବିବାଦକୁ ନେଇ କାକା-ଖୁଡ଼ିଙ୍କୁ ଟାଙ୍ଗିଆରେ ଆକ୍ରମଣ : ୫ ଜଣ ଆହତ

ବଙ୍ଗୋମୁଣ୍ଡା, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଗଜାବାହାଲ ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଛି ଏକ ରକ୍ତାକ୍ତ ଘଟଣା । ପରିବାର ମଧ୍ୟରେ ଥିବା ବିବାଦ ଉଗ୍ର ରୂପ ନେବା ପରେ ପୁତୁରା ନିଜ କାକା ଓ ଖୁଡ଼ିଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିବା
Read More...

ବଲାଙ୍ଗିରରେ ଚାଞ୍ଚଲ୍ୟ, ପଥର ମାଡ଼ରେ ଯୁବକଙ୍କ ମୃତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ଉପରକୁ ହୋଇଥିବା ପଥର ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏହି ଘଟଣା ସମଗ୍ର ଅଞ୍ଚଳରେ
Read More...

ବଲାଙ୍ଗିରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଫୁଲଝରଣ ଗ୍ରାମର ନରେଶ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଧୂମାମରା ପେଟ୍ରୋଲ ପମ୍ପ ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଫୁଲଝରଣ ଗ୍ରାମର ନରେଶ କାଲସାଏଙ୍କର ମୃତ୍ୟୁ ଘଟିଛି । ଏକ ଅଜଣା ଗାଡ଼ି ତାଙ୍କୁ ବେପରୁଆ ଭାବେ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏହି
Read More...

ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ସୋମବାର ଲୋକସଭାରେ ନିୟମ ୩୭୭ ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ଓଡ଼ିଶାର ଲବାନ ଆଥବା ଲବାନା ସମୁଦାୟଙ୍କୁ ବଞ୍ଜାରାର ପର୍ଯ୍ୟାୟ ଭାବେ ଅନୁସୂଚିତ ଜନଜାତି (ଏସ୍‌ଟି) ତାଲିକାରେ ସାମିଲ କରିବାକୁ କେନ୍ଦ୍ର
Read More...

ଅଞ୍ଚଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ପ୍ରବେଶ ଉତ୍ସବ’

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋମବାର ଦିନ ସ୍ଥାନୀୟ ଅଞ୍ଚଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଡ. ଦିଗାମ୍ବର ଚାନ୍ଦଙ୍କ ସଭାପତିତ୍ୱରେ ଯୁକ୍ତ ଦୁଇ ଶ୍ରେଣୀର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ଏକ ପ୍ରବେଶ ଉତ୍ସବ ଆନନ୍ଦ ଉଲ୍ଲାସର ସହ
Read More...

ରାଜବୋଡ଼ାସମ୍ବରରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି : ୪୬ଟି ଅଭିଯୋଗର ଶୁଣାଣି, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡ଼ାସମ୍ବର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ନାଥ ଶତପଥୀଙ୍କ ମିଳିତ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ପରିଷଦ
Read More...

ଗଞ୍ଜାମର ଗୌରବଶାଳୀ ରାଜବଂଶ ଶୀର୍ଷକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅବିଭାଜ୍ୟ ଗଞ୍ଜାମ ଜିଲ୍ଲା ଚବିଶଟି ଗୌରବଶାଳୀ ରାଜବଂଶ ପରିଶାସିତ ଏକ ପ୍ରାକୃତିକ ଭୂଖଣ୍ଡ ରୂପେ ଅତୀତରେ ପ୍ରସିଦ୍ଧି ଲାଭ କରିଥିଲା । ଖ୍ରୀଷ୍ଟାବ୍ଦ ଚତୁର୍ଥ ଶତାବ୍ଦୀର ମାଠର ରାଜବଂଶ ଠାରୁ ଆରମ୍ଭ କରି ଶୈଳୋବ୍ଦବ ଓ ଗଙ୍ଗବଂଶୀ ଶାସକଙ୍କ ପର୍ଯ୍ୟନ୍ତ
Read More...

ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପବିତ୍ର ଅଧର ପଣା ଦିବସରେ ପ୍ରସାଦ ବିତରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ପଦ୍ମାଳୟା ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଆଜି ପବିତ୍ର ଅଧର ପଣା ଉପଲକ୍ଷେ ରାଉରକେଲାର ସେକ୍ଟର -୩ ସ୍ଥିତ ବାହୁଡ଼ା ରଥଯାତ୍ରାରେ ତିନି ରଥଙ୍କ ସମ୍ମିଳିତ ପଡ଼ିଆରେ ଅନୁଷ୍ଠାନର ସଦସ୍ୟମାନେ ନିଜର ସହଯୋଗରେ ରନ୍ଧନ କରାଯାଇଥିବା ସୁସ୍ଵାଦୁ ପ୍ରସାଦ
Read More...