କେସିଙ୍ଗା ସାମ୍ବାଦିକ ମହାସଂଘ ତରଫରୁ ରାସ୍ତା ଶୋଚନୀୟ ଅବସ୍ତା ପାଇଁ ବିଭାଗ ନାମରେ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ
କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ତ୍ରିମୂର୍ତ୍ତୀ ଛକରୁ ଟିଟଲାଗଡକୁ ଯାଉଥିବା ରାସ୍ତା ଟ୍ରାଫିକ ଛକରୁ ପ୍ରାୟ ୫ ରୁ ୭ ଶହ ମିଟର ପରେ କେସିଙ୍ଗା ଶେଲଫି ପଏଣ୍ଟ ଆହୁରି ପ୍ରାୟ ୧ କି.ମି. ରାସ୍ତାର ଅବସ୍ଥା ଏତେ ବିପର୍ଯ୍ୟସ୍ତ ହୋଇଯାଇଛି ତାହା ନ କହିବା ଭଲ । ବାରମ୍ବାର ଅଞ୍ଚଳର!-->…
Read More...
Read More...