ପଦ୍ମପୁର ଠାରେ ଏସ୍ପିସିବି ଓ ଜିଲ୍ଲା ପ୍ରଶାସନ ଦ୍ୱାରା ବୃହତ ପର୍ଯ୍ୟାବରଣ ସଚେତନତା ଅଭିଯାନ ଆୟୋଜିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପର୍ଯ୍ୟାବରଣ ସଚେତନତା ଅଭିଯାନ ଅନ୍ତର୍ଗତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ଆଞ୍ଚଳିକ କାର୍ଯ୍ୟାଳୟ, ସମ୍ବଲପୁର ଓ ଜିଲ୍ଲା ପ୍ରଶାସନ, ବରଗଡ଼ର ମିଳିତ ସହଯୋଗରେ ପଦ୍ମପୁର ଠାରେ ଏକ ବୃହତ ପର୍ଯ୍ୟାବରଣ ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା । ଏହି!-->…
Read More...
Read More...