ବିଧାୟକ ଦୁର୍ଗା ତନ୍ତୀଙ୍କ ଦ୍ଵାରା ଅଭିଯୋଗ ଶୁଣାଣି ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ବ୍ଲକ ଅନ୍ତର୍ଗତ ଯଲଦା ପଂଚାୟତର ସି ବ୍ଲକ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀଙ୍କ ପ୍ରତକ୍ଷ…
Read More...

ନବପ୍ରଭାତ ବିଦ୍ୟାୟତନରେ ନିଆରା ‘ନୂଆଁଖାଇ ବଜାର’

ପାରମ୍ପରିକ ଖାଦ୍ୟ ସହ ଛାତ୍ରଛାତ୍ରୀଙ୍କୁ ମିଳିଲା ବ୍ୟବହାରିକ ଶିକ୍ଷା ବରଗଡ଼, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ବରଂ ମାଟି, ଚାଷୀ, ନୂଆଁ ଧାନ ଓ ଓଡ଼ିଆ ଜୀବନଧାରା ସହ ଜଡ଼ିତ ଏକ ସମୃଦ୍ଧ ପରମ୍ପରା । ଏହି ପରମ୍ପରାକୁ ନୂଆଁ ପିଢ଼ି ସହ…
Read More...

ଜିଲ୍ଲା ସିନିୟର ନକ୍‌ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବିକେସି ୟୁନାଇଟେଡ୍‌ ଚମ୍ପିୟାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡିୟମ ଠାରେ ଫାଇନାଲ ଖେଳ ବିିକେସି ୟୁନାଇଟେଡ ବଲାଙ୍ଗିର ବନାମ ଜିୱାଇଡିସି ନକଟାସର ୧-୧ ଗୋଲରେ ଡ୍ର ରହିଥିଲା । ଟ୍ରାଇବ୍ରେକର ୩-୨ଗୋଲରେ ବିକେସି ୟୁନାଇଟେଡ ନକଟାସରକୁ…
Read More...

ସାକ୍ଷରତାର ଆଲୋକ ବିତରଣ କଲା ‘ଉଲ୍ଲାସ’ : ବ୍ଲକ ସ୍ତରୀୟ ଜନସଚେତନତା ପଦଯାତ୍ରା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ହାତରେ ସଚେତନତାର ବାର୍ତ୍ତା, ମୁହଁରେ ସାକ୍ଷରତାର ସ୍ଲୋଗାନ ଏବଂ ମନରେ ଏକ ସୁନ୍ଦର ସମାଜ ଗଠନର ସଂକଳ୍ପ । ଏଭଳି ଏକ ଶିକ୍ଷାମୟ ପରିବେଶରେ ବାଲିଗୁଡ଼ା ସହରରେ ଅନୁଷ୍ଠିତ ହୋଇଛି ବ୍ଲକସ୍ତରୀୟ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’…
Read More...

ଚଟୁଅନକା ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ଚଟୁଅନକାରେ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରତାପଚନ୍ଦ୍ର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ, ସରପଞ୍ଚ…
Read More...

ସେଞ୍ଚୁରିଅନ ଜେ.ଆଇ.ଟି.ଏମ ଓ ଡି.ପି.ଏସ ପରିସରରେ ‘ନୂଆଁଖାଇ ହାଟ’ ଓ ‘ନୂଆଁଖାଇ ଭାବ’ ନାଟକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ଏକ କୃଷି ପ୍ରଧାନ ଦେଶ ଏବଂ ଏଇଠି ଅନେକ କୃଷି ଭିତ୍ତିକ ପର୍ବ ପାଳିତ ହୋଇଥାଏ । ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳ ବା ଓଡିଶା ଏଇଠି ମଧ୍ୟ ଅନେକ କୃଷି ଭିତ୍ତିକ ପର୍ବ ପାଳିତ ହୋଇଥାଏ । ପଶ୍ଚିମ ଓଡିଶାର ମୁଖ୍ୟ ପର୍ବ ହେଉଛି ନବାନ୍ନ ବା ନୂଆଁଖାଇ ଯେଉଁ…
Read More...

ହିଆଲ କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଜୁନିଅର ରେଡକ୍ରସ ପରାମର୍ଶ ଦାତା ତଥା ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ…
Read More...

ନାଦ ଅନ୍ୱେଷଣ, ପଶ୍ଚିମ ଓଡ଼ିଶାର ସ୍ୱର ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାଦ ଅନ୍ୱେଷଣ, ପଶ୍ଚିମ ଓଡ଼ିଶାର ସ୍ୱର ପ୍ରତିଯୋଗିତା ସେପ୍ଟେମ୍ବର ୨୦,୨୧ ଓ ୨୨ରେ ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ନାଦ ନିକୁଞ୍ଜର ସଭାପତି ଶଶିଭୂଷଣ ପୁରୋହିତ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଏହି ପ୍ରତିଯୋଗିତାର ଆଭିମୁଖ୍ୟ…
Read More...

ଆଗାମୀ ଫେଡେରେସନ୍ କପ୍ ସିଟିଙ୍ଗ ଭଲିବଲ୍ ଚମ୍ପିୟାନସିପ୍‌ରେ ଓଡିଶା ଦଳରେ ୪ ଜଣ ସୁନ୍ଦରଗଡ ଖେଳାଳି

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ଆସନ୍ତା ସେପ୍ଟେମ୍ବର ୨୫ରୁ ୨୭ ତାମିଲନାଡୁର ଈରୋଡେରେ ତୃତୀୟ ଫେଡେରେସନ କପ୍ ସିଟିଙ୍ଗ ଭଲିବଲ ଚମ୍ପିୟାନସିପ୍ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ପାରା ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ଏହି ଚମ୍ପିୟାନସିପ୍‌ରେ ଭାଗ ନେବା ପାଇଁ ଓଡ଼ିଶାର ୧୮…
Read More...

ଦାଦନଗଡ଼ରେ ମାଛ ଚାଷ ଦେଖାଇଲା ନୂଆ ରାସ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର । ଏହି ଅଞ୍ଚଳକୁ ଦାଦନ ପ୍ରବଣ ଅଞ୍ଚଳ ଭାବେ ଜଣାଯାଏ । ପେଟପାଟଣା ପାଇଁ ପ୍ରତିବର୍ଷ ଅନେକ ଶ୍ରମିକ ବାହାର ରାଜ୍ୟକୁ ଯାଇଥାନ୍ତି । ହେଲେ ଏବେ ଏହି ଅଞ୍ଚଳର ଜଣେ ଯୁବ ଚାଷୀ ନିଜ ଅଞ୍ଚଳରେ ରୋଜଗାରର ରାସ୍ତା…
Read More...