‘ସରପଞ୍ଚ ହେବ ତ ଏମିତି’ : ଜଳବନ୍ଦୀ ପରିବାରଙ୍କୁ ଉଦ୍ଧାର କରି ପ୍ରଶଂସାର ପାତ୍ର ବନମାଳୀ ନାଏକ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ଧୁମାଭଟା ପଞ୍ଚାୟତରେ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ହୋଇପଡ଼ିଥିଲେ ଏକ ଗାଁର ୫ଟି ପରିବାର । ବର୍ଷା ପାଣି ଘର ଭିତରକୁ ପଶିଯିବାରୁ ସେମାନେ ବାହାରକୁ ଆସିପାରୁନଥିଲେ । ଏହି ଖବର ପାଇବାମାତ୍ରେ ଧୁମାଭଟା ସରପଞ୍ଚ ବନମାଳୀ ନାଏକ ଅଗ୍ନିଶମ!-->…
Read More...
Read More...