ଦିବ୍ୟ ଜୀବନ ସଂଘର ଗୁରୁ ପୂର୍ଣ୍ଣିମା ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଦିବ୍ୟ ଜୀବନ ସଂଘ ପକ୍ଷରୁ ଗୁରୁ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର କୁମାର ପାଣ୍ଡବ ସମ୍ପାଦକ କବିବର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱାମୀ ବ୍ରହ୍ମ
Read More...

ଶାନ୍ତିପଡ଼ା ପତଞ୍ଜଳି ଯୋଗ କକ୍ଷରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଗୁରୁ ପୂର୍ଣ୍ଣିମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶାନ୍ତିପଡ଼ା ପତଞ୍ଜଳି ଯୋଗ କକ୍ଷ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ଆରମ୍ଭରେ ଯୋଗ କକ୍ଷର ପରିଚାଳକ ଆଶୁତୋଷ ମିଶ୍ର ଗୁରୁ ପୂର୍ଣ୍ଣିମାର ମହତ୍ତ୍ୱ
Read More...

ୟନେକ୍ସ ସନରାଇଜ ସର୍ବ ଭାରତୀୟ ଜୁନିୟର ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା

ଓଡିଶା ଖେଳାଳି ତନଭି ପତ୍ରି ପହଂଚିଲେ ପ୍ରି-କ୍ୱାର୍ଟରପ୍ରଥମ ରାଉଣ୍ଡ ବିଜୟ ସତ୍ୱେ ସେକେଣ୍ଡ ରାଉଣ୍ଡରେ ହାରିଲେ ଦିବ୍ୟମମିକ୍ସ ଡବଲ୍ସରେ ଦିବ୍ୟମ ଓ ସ୍ୱିଟିପ୍ରୀୟା ପ୍ରି-କ୍ୱାର୍ଟରରେ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର କଳିଙ୍ଗ ଷ୍ଟଡିୟମର ଡାଲମିଆ ଭାରତ ଗୋପିଚାନ୍ଦ ବ୍ୟାଡ
Read More...

ଶ୍ରୀ ତପୋବନରେ ତହଁକ କୁଟୁମ ଗୁରୁ ପୂର୍ଣ୍ଣିମାରେ ଆଧ୍ୟାତ୍ମିକ କବିତା ଆସର

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଭାରତୀୟ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରା ଏକ ନିଆରା ଭାବ ବହନ କରେ । ସେଥିପାଇଁ ଗୁରୁ ପୂର୍ଣ୍ଣିମା ଦିନ ଗୁରୁ ପୂଜନ ଲାଗି ଶିଷ୍ୟମାନଙ୍କ ଭିତରେ ନାହିଁ ନଥିବା ଉତ୍ସୁକତା ଦେଖିବାକୁ ମିଳିଥାଏ । ସେହିପରି ଆଜି ବିଚ୍ଛୁପାଲିସ୍ଥିତ ଶ୍ରୀ ତପୋବନ
Read More...

କଲ୍ୟାଣ ଦାସ ସେବା ପରିବାର ପକ୍ଷରୁ ଗୁରୁ ପୂର୍ଣ୍ଣିମା ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ବାବା କଲ୍ୟାଣ ଦାସଙ୍କ ଟିଟିଲାଗଡ ଶାଖାର ଶିଷ୍ୟଙ୍କ ଦ୍ୱାରା ସ୍ୱାଧୀନପଡା ସ୍ଥିତ ସମାଜ କଲ୍ୟାଣ ପରିଷଦ ଠାରେ ଗୁରୁ ପୂର୍ଣ୍ଣିମା ଅତି ଆନନ୍ଦରେ ପାଳିତ ହୋଇଯାଇଛି । ଅମରକଣ୍ଟକ ସ୍ଥିତ ପରମପୂଜ୍ୟ ପରମ ତପସ୍ୱୀ ଶ୍ରୀ
Read More...

ଦେଓଗାଁ ଶିଶୁ ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବୁଧବାର ଦିନ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ସା ପରିଚୟ ପ୍ରଦାନ କରିଥିବା ବେଳେ ସଂଯୋଜନା କରିଥିଲେ ଗୁରୁଜୀ ବ୍ୟାସ ମେହେର । ଏହି
Read More...

ଦେଓଗାଁ ବ୍ଲକରେ ଲଗାଣ ବର୍ଷା : ଫୁଲିଲା ସୋନଗଡ ନଦୀ

ସାଲେପାଲି କୃଷ୍ଣମୁହାଣ ସେତୁ ଉପରେ ପାଣି ଦେଓଗାଁ, (ମନୀଷ କୁମାର ସାହୁ) : ଦିନକରେ ୧୫୦ ମି.ମି. ବର୍ଷା ପରେ ଦେଓଗାଁ ବ୍ଲକର ବିଭିନ୍ନ ଅଞ୍ଚଳର ରାସ୍ତା ଘାଟ, ଚାଷ ଜମି, ନଦୀ ନାଳ ସବୁଆଡେ ଭରପୂର ପାଣି ରହିଛି । ମଙ୍ଗଳବାର ରାତିସାରା ବର୍ଷା ପରେ ବୁଧବାର ସକାଳେ ଦେଓଗାଁ ସୋନଗଡ ନଦୀରେ
Read More...

ଓଡିଶା ଷ୍ଟେଟ ବ୍ରିଗେଡିଅର୍ ସ୍କୁଲ ରୁଷୁଡ଼ା ଓ ଗାୟତ୍ରୀ ପରିବାର, ତୁଷୁରାର ମିଳିତ ଉଦ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ…

​ତୁଷୁରା, (କେପିଏନ୍‌ଏସ୍‌) : ଓଏସ୍‌ପିଏସ୍‌ ରୁଷୁଡ଼ା ଏବଂ ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ​ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାରର ସଦସ୍ୟ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ,
Read More...

ଓମ୍ ଭ୍ୟାଲି ବିଦ୍ୟାଳୟର ପୂର୍ବତନ ଛାତ୍ରୀଙ୍କ ସଫଳତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓମ୍‌ ଭ୍ୟାଲି ସ୍କୁଲର ପୂର୍ବତନ ଛାତ୍ରୀ ପ୍ରିତିଶା ବାନାର୍ଜୀ ଆଜି ନିଜ ଅଞ୍ଚଳର ନା କରି ପାରିଛନ୍ତି । ପିତା ବିରେଶ୍ୱର୍ ବାନାର୍ଜୀ ଓ ମାତା ପୁଷ୍ପିତା ଖଟୁଆଙ୍କ ସୁକନ୍ୟା ପ୍ରିତିଶା ବାନାର୍ଜୀଙ୍କ ଭାରତର ପ୍ରଥମ ବେସରକାରୀ କକ୍ଷୀୟ ପ୍ରକ୍ଷେପଣ ଯାନ
Read More...

ଜଳ ସମାଧି ଅପେକ୍ଷାରେ କୁମିଆପାଲି ଗ୍ରାମର ୮୪ ଆଦିବାସୀ ପରିବାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ବିସ୍ଥାପିତ ଲୋଇସିଂହା ବ୍ଲକର କୁମିଆପାଲି ଗ୍ରାମ ବର୍ତ୍ତମାନ ପାଣି ଘେରରେ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପ୍ରକଳ୍ପର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏପଟେ କୁମିଆପାଲି ଗ୍ରାମକୁ ସଂଯୋଗ କରୁଥିବା
Read More...