ମୁରିବାହାଲ ବ୍ଲକସ୍ତରୀୟ ‘ବନ୍ଦେ ମାତରଂ’ ଗୀତର ୧୫୦ତମ ବାର୍ଷିକୀରେ ସାମୁହିକ ଗାନ ଓ ପୁରସ୍କାର ବିତରଣ…
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ' ବନ୍ଦେ ମାତରଂ' ରାଷ୍ଟ୍ର ଗୀତର ୧୫୦ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ସାମୁହିକ ଗାନ ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ଓଡ଼ିଶା!-->…
Read More...
Read More...