ବର୍ଷାରେ ଭାସିଗଲା ‘ବିକଶିତ ଗାଁ’ର ବିକାଶ

ମୁରୁମ ନାଁରେ ମାଟି ! ୩ ଲକ୍ଷ ଟଙ୍କାର କାମକୁ ନେଇ ବଡ଼ ପ୍ରଶ୍ନ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତର ତୁର୍ଲା–ଭୁର୍ସିବାଞ୍ଜି ରାସ୍ତାରେ 'ବିକଶିତ ଗାଁ–ବିକଶିତ ଓଡ଼ିଶା' ଯୋଜନାରେ ପ୍ରାୟ ୩ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ମୁରୁମ
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଲୋଇସିଂହାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାକ୍‌ ଶିଶୁ ବର୍ଗର ୨୫୭ଟି ପ୍ରକଳ୍ପ, ଶିଶୁ ବର୍ଗର ୨୮ଟି ଓ ବାଳବର୍ଗର ୧୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଚାରକ
Read More...

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିୟୋଗରେ ଶୋକସଭା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସ୍ୱର୍ଗତ ସୁଶାନ୍ତ ସିଂଙ୍କ ବିୟୋଗରେ ଆଗଲପୁର ବିଜୁ ଜନତା ଦଳ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ତଥା ଶୋକସଭା ରୁଗଡିଖାଲ ସ୍ଥିତ ରାମମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଲକ ବିଜେଡି
Read More...

ବେପରୁଆ ଟ୍ରକର ଧକ୍କାରେ ୨ ଗାଈ-ବଳଦ ମୃତ ୨ ଗୁରୁତର

ନିରୀହ ଚାଷୀଙ୍କୁ ବଡ଼ କ୍ଷତି ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କପସିପାଲି ଗ୍ରାମ ନିକଟରେ ଶନିବାର ସକାଳେ ଏକ ଦ୍ରୁତଗାମୀ ଟ୍ରକର ବେପରୁଆ ଧକ୍କାରେ ୨ଟି ଗାଈ-ବଳଦର ମୃତ୍ୟୁ ଘଟିଥିବାବେଳେ ୨ଟି ବଳଦ ଗୁରୁତର ଆହତ ହୋଇଛନ୍ତି । ସୂଚନା
Read More...

ଆନ୍ତର୍ଜାତୀୟ କରାଟେ ଚମ୍ପିୟାନସିପ୍‌ରେ ବଲାଙ୍ଗିର କରାଟେ ସ୍କୁଲର ଛାତ୍ରଛାତ୍ରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ ସ୍ଥିତ ବଲାଙ୍ଗିର କରାଟେ ସ୍କୁଲର ୨୧ ଜଣ ୧୦ତମ ଆର୍ନ୍ତଃଜାତୀୟ କରାଟେ ଚମ୍ପିୟାନସିପ ଇଣ୍ଡିଆନ ଚେଲେଞ୍ଜର କପ୍‌ ୨୦୨୬ କୋଲକତାରେ ହେବାକୁ ଥିବା ଚମ୍ପିୟାନସିପ୍‌ରେ ଭାଗ ନେବେ । ଏହି ପ୍ରତିଯୋଗିତା ୩୧ ଜୁଲାଇରୁ ୦୨ ଅଗଷ୍ଟ
Read More...

ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର : କେନ୍ଦ୍ର ପର୍ଯ୍ୟଟନ…

ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ସରକାର ଏକାଧିକ ଯୋଜନାରେ ସହାୟତା ରାଶି ଯୋଗାଇ ଦେଇଛନ୍ତି। ୨୦୧୪-୧୫ରୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ଯୋଗାଇ ଦିଆଯାଇଛି । କେନ୍ଦ୍ର ପର୍ଯ୍ୟଟନ
Read More...

ପୂର୍ବତନ ସରପଞ୍ଚଙ୍କ ବାପାଙ୍କ ବିୟୋଗ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଶିବତଲା ପଞ୍ଚାୟତର ପୂର୍ବତନ ସରପଞ୍ଚ ବାଳକୃଷ୍ଣ ବେହେରାଙ୍କ ବାପା ଭଗବାନ ବେହେରାଙ୍କ (୯୧) ବର୍ଷ ବୟସରେ ସ୍ୱର୍ଗରାହୋଣ ହୋଇଛି । ଶ୍ରୀ ବେହେରା ଥିଲେ ଜଣେ ମିଷ୍ଠଭାଷୀ ଏବଂ ଧର୍ମ ପରାୟଣ ବ୍ୟକ୍ତି । ସେ ଗ୍ରାମର ସଭା ସମିତି ଭଲ
Read More...

ଦୀର୍ଘ ୧୬ ବର୍ଷ ପରେ କେସିଙ୍ଗା ତେଲ ନଦୀରେ ବନ୍ୟା

କେସିଙ୍ଗା, (ପ୍ରୀତେଶ ପଟେଲ) : ଦୀର୍ଘ ୧୬ବର୍ଷ ପରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଦେଖାଦେଇଛି ବନ୍ୟା । ୨୦୧୧ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ତାପରେ ଏବେ ୨୦୨୬ରେ ସହର ନିକଟ ଦେଇ ପ୍ରବାହିତ ହୋଇଥିବା ତେଲ ନଦୀରେ ବନ୍ୟା ଦେଖାଦେଇଛି । ନଦୀ ଜଳ ବାଡ଼ ଡେଇଁ ଜନବସତି ଆଡ଼କୁ
Read More...

କୁମିଆପାଲିରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର୍ ସୁକତେଲ୍ ପ୍ରକଳ୍ପ ବିସ୍ଥାପିତ ଗ୍ରାମ କୁମିଆପାଲିରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଲୋୟର୍ ସୁକତେଲ୍ ପ୍ରକଳ୍ପର ଶେଷ ବିସ୍ଥାପିତ ଗ୍ରାମ କୁମିଆପାଲିକୁ ନେଇ ପୁଣି ତେଜିଛି ଚର୍ଚ୍ଚା । କିଛିଦିନ ପୂର୍ବେ ଗାଁର ୮୪ଟି ଆଦିବାସୀ ବିସ୍ଥାପିତ ପରିବାର
Read More...

ସାଥୀ ଅନୁଷ୍ଠାନର କର୍ମକର୍ତ୍ତା ନିର୍ବାଚନ ଓ ସାଧାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସାଥୀ ତରଫରୁ ଏକ ସାଧାରଣ ସଭା ଓ କର୍ମକର୍ତ୍ତା ନିର୍ବାଚନ କୋଏଲ ନଗର ବି ବ୍ଲକ ସ୍ଥିତ ଶିବ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଆବାହକ ଧୃବଚରଣ ସିଂହଙ୍କ ସଂଯୋଜନା ଓ ସଭାପତି ମିତା ଗୌଡ଼ଙ୍କ ସଭାପତିତ୍ୱରେ ଆୟୋଜିତ ଏହି
Read More...