jayashree

ଆନ୍ତର୍ଜାତୀୟ କରାଟେ ଚମ୍ପିୟାନସିପ୍‌ରେ ବଲାଙ୍ଗିର କରାଟେ ସ୍କୁଲର ଛାତ୍ରଛାତ୍ରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ ସ୍ଥିତ ବଲାଙ୍ଗିର କରାଟେ ସ୍କୁଲର ୨୧ ଜଣ ୧୦ତମ ଆର୍ନ୍ତଃଜାତୀୟ କରାଟେ ଚମ୍ପିୟାନସିପ ଇଣ୍ଡିଆନ ଚେଲେଞ୍ଜର କପ୍‌ ୨୦୨୬ କୋଲକତାରେ ହେବାକୁ ଥିବା ଚମ୍ପିୟାନସିପ୍‌ରେ ଭାଗ ନେବେ । ଏହି ପ୍ରତିଯୋଗିତା ୩୧ ଜୁଲାଇରୁ ୦୨ ଅଗଷ୍ଟ ପର୍ଯ୍ୟନ୍ତ ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ହେବ । ଦଳ ସହିତ ଟିମ୍‌ ମ୍ୟାନେଜର ରାଜେନ୍ଦ୍ର ବାଗ, ଦୁଇ ଜଣ ପ୍ରଶିକ୍ଷକ ରେଖା ମନହିରା ଓ ବିନୋଦିନୀ ଠେଲା ଏବଂ ସ୍କୁଲର ସଂପାଦକ ହୃଦୟ ଶବର କୋଲକତା ଯାତ୍ରା କରିଛନ୍ତି ।

Leave A Reply

Your email address will not be published.