‘ଖେଲୋ ଇଣ୍ଡିଆ’ ଯୋଜନାକୁ ନୂଆ ରୂପ; ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ୨୦୨୬-୨୭ ରୁ ୨୦୩୦-୩୧ ଅବଧି ପାଇଁ ମୋଟ ୩୬,୪୪୧ କୋଟି ଟଙ୍କାର ବ୍ୟୟବରାଦ ସହିତ 'ଖେଲୋ ଇଣ୍ଡିଆ' ଯୋଜନାର ସମ୍ପ୍ରସାରଣ ଏବଂ ଜାତୀୟ କ୍ରୀଡ଼ା ମହାସଂଘ ଗୁଡ଼ିକୁ ସହାୟତା ବୃଦ୍ଧି
Read More...

୮୪,୦୮୪କୋଟି ଟଙ୍କାର ବ୍ୟୟ ଅଟକଳ ସହ‘ସମୁଦ୍ର ମନ୍ଥନ’କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ‘ସମୁଦ୍ର ମନ୍ଥନ’-ଜାତୀୟ ଅପତଟ ଅନ୍ୱେଷଣ ଯୋଜନାକୁ ଅନୁମୋଦନ ପ୍ରଦାନ କରିଛି । ଏହା ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା। ୨୦୩୦-୩୧ ଆର୍ଥିକ
Read More...

୧ ଅଗଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ଗସ୍ତ

ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଭୋଗାପୁରମରେ ₹୧୭,୯୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀଭୋଗାପୁରମଠାରେ ଅଲ୍ଲୁରୀ ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ₹୫,୬୪୦ କୋଟି
Read More...

ବ୍ୟାଗରେ ମହିଳାଙ୍କ ମୃତଦେହ ମାମଲା : ୪୫ ଦିନ ପରେ ଅଭିଯୁକ୍ତ ଗିରଫ

ରାୟଗଡ଼ା, (କେପିଏନ୍‌ଏସ୍‌) : ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ବ୍ୟାଗ ଭିତରୁ ମହିଳାଙ୍କ ମୃତଦେହ ମିଳିବାର ବହୁ ଚର୍ଚ୍ଚିତ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି । ପ୍ରାୟ ୪୫ ଦିନର ତଦନ୍ତ ପରେ ପୋଲିସ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମରୁ ୩୨ ବର୍ଷୀୟ ଅଟୋ ଚାଳକ ବୋଲି ସେଟ୍ଟି ସୁରେଶଙ୍କୁ ଗିରଫ
Read More...

କଂଗ୍ରେସର ବନ୍ୟାଂଚଳ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ପୁଇଁନ୍ତଲା ବ୍ଲକ କଂଗ୍ରେସର ପୂର୍ବତନ ସଭାପତି ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ଏବଂ ଜିଲ୍ଲା କୃଷକ ସଂଘ ସଭାପତି ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ଏକ ପ୍ରତିନିଧି ମଣ୍ଡଳି ପୁଇଁନ୍ତଲା ବ୍ଲକର ବିଭିନ୍ନ
Read More...

ଶ୍ରୀନୃସିଂହ ମନ୍ଦିର ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଷାଢ ପୂର୍ଣ୍ଣମା ଦିନ ଶ୍ରୀନୃସିଂହ ମନ୍ଦିର ପରିସରରେ ଗୁରୁ ଭାଇ ଓ ଭଉଣୀ ସେବା ସଂଘ ଟ୍ରଷ୍ଟ ପକ୍ଷରୁ ମହାଆଡମ୍ବରରେ ଗୁରୁ ପୂଜନୋତ୍ସବ ପାଳିତ ହୋଇଯାଇଥିଲା । ପ୍ରଥମେ ପ୍ରାରମ୍ଭିକ ପର୍ଯ୍ୟାୟରେ ନୀତିଚର୍ଚ୍ଚା କରାଯାଇ ପୂଜ୍ୟ ଗୁରୁମହାରାଜ ବ୍ରଜ ମୋହନ ଶରଣ
Read More...

ବଲାଙ୍ଗିରର ବନ୍ୟା ସ୍ଥିତି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଭାଷୀ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବର୍ତ୍ତମାନର ବନ୍ୟା ସ୍ଥିତି ଏବଂ ବିଭିନ୍ନ
Read More...

ଗ୍ରାମପଞ୍ଚାୟତ ବିକାଶ ପାଣ୍ଠି ଉପରେ ତାଲିମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗିର ବ୍ଲକର ତୁଷୁରାବାହାଲ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ବଲାଙ୍ଗିର ବ୍ଲକର ୯ ଗୋଟି ପଂଚାୟତର ୱାର୍ଡ ମେମ୍ବର ମାନଙ୍କର ଏକ ପଞ୍ଚାୟତ ବିକାଶ ପାଣ୍ଠି ଉପରେ ତାଲିମ ଅଭିଜିତ୍ ପଣ୍ଡା, କାର୍ଯ୍ୟକ୍ରମ ପରିଚାଳକ,
Read More...

ଲୋୟର ସୁକତେଲ ଡ୍ୟାମ୍‌ ଅଞ୍ଚଳରେ ୧୬୩ ଧାରା ଲାଗୁ : ପ୍ରବେଶ, ଗାଧୋଇବା ଓ ସେଲଫି ନେବା ଉପରେ କଟକଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ମାଗୁରବେଡାଠାରେ ଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଡ୍ୟାମ୍ ପରିସରରେ ନିରାପତ୍ତା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ବଲାଙ୍ଗିର ଉପ-ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ
Read More...

ବାରପୁଡୁଗିଆ ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ଅଧ୍ୟାତ୍ମିକ ଭାବ ଜାଗରଣ ତଥା ପ୍ରଚାର ପ୍ରସାର ନିମିତ୍ତ ଭାଗବତ ଚେତନା ପରିଷଦ, ବାନ୍ଧନଘୋର ପକ୍ଷରୁ ବାରପୁଡୁଗିଆ ଶିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ତଥା ଗ୍ରାମବାସୀଙ୍କ ସହଯୋଗରେ ପବିତ୍ର
Read More...