ବନ୍ୟା ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶାସନିକ ସମନ୍ୱୟ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲଘୁଚାପ ଜନିତ ଲଗାଣ ବର୍ଷାର ପାଣି ନିଷ୍କାସିତ ହୋଇନପାରି ବିଭିନ୍ନ ନାଳ, ଲୁଣା ନଦୀ ତଥା କ୍ଷେତରେ ଜମି ରହିଛି । ଏପରି ସମୟରେ ମହାନଦୀର ତଳ ଓ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ମହାନଦୀ ଓ ତାର ଶାଖା ଦୟା ନ‌ଦୀରେ ବନ୍ୟା ଜଳ ବିପଦ ସଂକେତ ଉପରେ
Read More...

ଦୟାନଦୀର ବନ୍ୟା ଜଳ ଓ ବନ୍ଧ ସ୍ଥିତି ଅନୁଧ୍ୟାନ କଲେ ଯନ୍ତ୍ରୀ ସମୂହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାନଦୀର ଶାଖା ଦୟା ନଦୀର ଘୋରଡ଼ିଆ ଠାରେ ବିପଦ ସଂକେତ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ନଈ କୂଳିଆ ଅବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଦୟା ବାମ ପାର୍ଶ୍ବ, ବାଲିହୁଙ୍କା, ଶିଶୁଆପଡା, ନୂଆହାଟ, ତ୍ରିଲୋଚନପୁର ଆଦି
Read More...

ରାୟଗଡ଼ା ଜିଲ୍ଲାରେ ତିନି ଆଦିବାସୀ ପରିବାର ପୁଣି ନିଜ ପାରମ୍ପରିକ ଧର୍ମକୁ ଫେରିଲେ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସେରିଗୁମା ପଞ୍ଚାୟତ ଅନ୍ତର୍ଗତ କଣାଗାଁର ତିନିଟି ଆଦିବାସୀ ପରିବାର ପୁଣିଥରେ ନିଜ ପାରମ୍ପରିକ ଧର୍ମକୁ ଫେରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ସୂଚନା ଅନୁସାରେ, ପ୍ରାୟ ୯
Read More...

ସ୍କୁଟିକୁ ଧକ୍କା ଦେଇ କିଛି ଦୂର ଘୋଷାଡ଼ି ନେଲା ଟ୍ରକ : ଗୁରୁତର ଆହତ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମହାଦେବ ମନ୍ଦିର ଛକରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା । ଓଆର–୦୩–ବି–୬୦୮୮ ନମ୍ବର ବିଶିଷ୍ଟ ଏକ ଟ୍ରକ ଏକ ସ୍କୁଟିକୁ ଧକ୍କା ଦେବା ପରେ ସ୍କୁଟି ଆରୋହୀଙ୍କୁ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ଟ୍ରକ
Read More...

ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗନିଆଁପାଲି ପି.ଏମ୍.ଶ୍ରୀ ବୁଦ୍ଧଦେବ ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସାନନ୍ଦ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇ
Read More...

ଗୁଡଭେଲା ବ୍ଲକ୍‌ସ୍ତରୀୟ ପାଚିକା ଓ ସହାୟିକାଙ୍କ ତାଲିମ ଶିବିର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସ୍ଥାନୀୟ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଡାହିମାଲ ଠାରେ ବ୍ଲକ୍‌ସ୍ତରୀୟ ଏକ ଦିବସୀୟ ତାଲିମ ଶିବିର ଏବିଇଓ ବିପିନ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ୍ ଶିବିରରେ ସାଧନ କର୍ମୀ ଜଗମୋହନ ତ୍ରିପାଠୀ, ସୁଧାଂଶୁ ପୁଟା, ପ୍ରହ୍ଲାଦ
Read More...

ସ୍ୱାସ୍ଥ୍ୟ ପରିଦର୍ଶକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ସାଲେଭଟା, (ସୁଶିଳ କୁମାର ମିଶ୍ର) : ସରକାରୀ ଚାକିରୀରୁ ଅବସର ନେବା ବୃତ୍ତିଗତ ଜୀବନରୁ ଅବ୍ୟାହତି ହୋଇପାରେ ମାତ୍ର ଅବକ୍ଷୟ ମୁଖୀ ସମାଜରେ ନବ ଚେତନା ସୃଷ୍ଟି ନିମନ୍ତେ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଥାଏ । ଦୀର୍ଘ ଦଶନ୍ଧିର ଅଭିଜ୍ଞତାକୁ ଉପଯୋଗ କରି ତୃଣମୂଳ ସ୍ତରୀୟ ସ୍ୱାସ୍ଥ୍ୟ ସେବାର
Read More...

ଶ୍ରୀ ଅନନ୍ତ ଗୋପାଳ ଗୁରୁ ଦାସ ପାଲା ସମିତି ପକ୍ଷରୁ ଗୁରୁ ପାଦ ପୂଜନ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀ ଅନନ୍ତ ଗୋପାଳ ଗୁରୁ ଦାସ ପାଲା ସମିତିର ବାର୍ଷିକ ଉତ୍ସବ ଓ ଗୁରୁ ପୂର୍ଣ୍ଣିମା ଅବସରରେ ପାଲା ଗୁରୁ ଜୟନ୍ତୀ ବା ଗୁରୁମାନଙ୍କ ପାଦ ପୂଜନ ଉତ୍ସବ ବୈଦିକ ରୀତିନୀତିରେ ଶ୍ରୀ ଶ୍ରୀ ବାବା ବଣୀ ବକ୍ରେଶ୍ୱର ମନ୍ଦିର ପରିସର ପୁଣ୍ୟ ମଣ୍ଡପରେ ଅନୁଷ୍ଠାନର
Read More...

ବାଇକ୍ ମୁହାଁମୁହିଁ ଧକ୍କାରେ ଅଧ୍ୟାପକଙ୍କ ମୃତ୍ୟୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲରେ ଶୁକ୍ରବାର ମଧ୍ୟାହ୍ନରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଜଣେ ଅଧ୍ୟାପକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପାଇକମାଲ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ
Read More...

ଲୁହାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରେମଚନ୍ଦ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲୁହାସିଂହା ପିଏମ୍ ଶ୍ରୀ ସର୍ବୋଦୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପରିସରରେ ହିନ୍ଦୀ ସାହିତ୍ୟର କାଳଜୟୀ ଉପନ୍ୟାସକାର ତଥା ଗଳ୍ପସମ୍ରାଟ ମୁନସୀ ପ୍ରେମଚନ୍ଦଙ୍କ ଜୟନ୍ତୀ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ
Read More...