ଅବସର ନେଲେ ପ୍ରଧାନ ଶିକ୍ଷକ ସରଜୁ ବାଗ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସରଜୁ ବାଗ ଅବସର ନେଇଛନ୍ତି । ସେ ୧୫ ଜୁନ ୧୯୯୨ ରେ ଶିକ୍ଷକତା ଆରମ୍ଭ କରିଥିବା ବେଳେ ୩୧ ଜୁଲାଇ ୨୦୨୬ରେ ଅଲଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅବସର ନେଇଛନ୍ତି । ଏହି!-->…
Read More...
Read More...