ଐତିହ୍ୟ ସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ଓ ସଦର ବ୍ଲକର ସୀମା ରହିଥିବା ଐତିହ୍ୟ ସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି । ରବିବାର ଗାଈବାହାଲ ପଞ୍ଚାୟତର ଅର୍ଡା ଗାଁର କଲ୍ୟାଣ ମଣ୍ଡପରେ ଏ ନେଇ ଦେଓଗାଁ ବ୍ଲକ
Read More...

ବଲାଙ୍ଗିରର ସର୍ବଭାରତୀୟ ନିଶାମୁକ୍ତ ଅଭିଯାନର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବିଶ୍ୱକଲ୍ୟାଣ ଭବନ ଲାଲଟିକ୍ରା ପରିସରରେ ବ୍ରହ୍ମାକୁମାରୀଜ୍ ଅନୁଷ୍ଠାନ ତରଫରୁ ସର୍ବଭାରତୀୟ ନିଶାମୁକ୍ତ ଅଭିଯାନର ଉଦ୍‌ଘାଟନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚକିତ୍ସିାଧିକାରୀ ଡାକ୍ତର ପୁଷ୍ପାଞ୍ଜଳି ମିଶ୍ର,
Read More...

ରାଜ୍ୟ ସ୍ତରୀୟ ଜୁନିଅର କବାଡ଼ି ଚାମ୍ପିଆନ୍‌ସିପ୍‌ ପାଇଁ ଖେଳାଳୀ ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ଅଗଷ୍ଟ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ଜୁନିଅର କବାଡ଼ି (ବାଳକ ଓ ବାଳିକା) ଚାମ୍ପିଆନ୍‌ସିପ୍‌ ଅନୁଷ୍ଠିତ ହେବ । ସେଥିପାଇଁ ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ଚଳିତ ତା.୦୬.୦୮.୨୦୨୬ ଦିନ ସକାଳ ୯ଘ. ସମୟରେ କନିଷ୍ଠ ବାଳକ ଓ
Read More...

କତରକେଲା ରେଳ ଫାଟକରେ ଘଣ୍ଟା ଘଣ୍ଟା ଅପେକ୍ଷା : ଫାଟକରେ ଅଟକିଲା ଆମ୍ବୁଲାନ୍ସ, ସମାଧାନ ଦାବି ଜୋରଦାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରୁ କେସିଙ୍ଗା ଯିବା ପାଇଁ କତରକେଲା ରେଳ ଫାଟକ ଦେଇ ଯାଇଥିବା ରାସ୍ତା ହେଉଛି ସବୁଠାରୁ ସୁବିଧାଜନକ । ଏହି ରାସ୍ତା ଦେଇ ଦୁଇ ସହର ମଧ୍ୟରେ ଦୂରତା ପ୍ରାୟ ୧୫ କିଲୋମିଟର ହୋଇଥିବାରୁ ପ୍ରତିଦିନ ଶତାଧିକ ଯାନବାହନ ଓ ଯାତ୍ରୀ ଏହି ମାର୍ଗ ବ୍ୟବହାର
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିନିକାରେ ବିଜ୍ଞାନ ମେଳା

ବିନିକା, (କେପିଏନ୍‌ଏସ୍‌) : ଶିକ୍ଷାବର୍ଷ ୨୦୨୬-୨୭ର ଜ୍ଞାନ ବିଜ୍ଞାନ ମେଳା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିନିକାରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ପରିଚାଳନା ସମିତି ସଭାପତି ହିମାଂଶୁ ଶେଖର ତ୍ରିପାଠୀ, ପ୍ରଧାନ ଆଚାର୍ଯ୍ୟ ବିଶ୍ୱନାଥ ବଡ଼ପଣ୍ଡା, ବିଜ୍ଞାନ ଗୁରୁମା ଶ୍ରୀମତୀ
Read More...

ହିନ୍ଦୀ ରଚନା ଲିଖନ ଓ ଆଶୁ ବାକ୍ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଆଗାମୀ ହିନ୍ଦୀ ଦିବସ ସମାରୋହ ଉପଲକ୍ଷେ ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୧୮ ଠାରେ ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ ଆନୁକୁଲ୍ୟରେ କନିଷ୍ଠ ବର୍ଗର ବିଦ୍ୟାର୍ଥୀମାନଙ୍କ ପାଇଁ ହିନ୍ଦୀ ରଚନା ଲିଖନ ଓ ବରିଷ୍ଠ ବର୍ଗର ବିଦ୍ୟାର୍ଥୀମାନଙ୍କ
Read More...

୫ ଲକ୍ଷ ଟଙ୍କା ସରକାରୀ ପାଣ୍ଠି ଠକେଇ ଅଭିଯୋଗରେ ସ୍ୱତନ୍ତ୍ର ଜେଲ୍ ସଫେଇ କର୍ମଚାରୀ ଗିରଫ

ରାଉରକେଲା, (ସସ୍ମିତା ପ୍ରଧାନ) : ୫ ଲକ୍ଷ ଟଙ୍କା ସରକାରୀ ପାଣ୍ଠିକୁ ଠକେଇ କରିଥିବା ଅଭିଯୋଗରେ ରାଉରକେଲା ପୁଲିସ ରାଉରକେଲା ସ୍ୱତନ୍ତ୍ର ଜେଲର ଜଣେ ସଫେଇ କର୍ମଚାରୀଙ୍କୁ ଗିରଫ କରିଛି । ରାଉରକେଲା ସ୍ୱତନ୍ତ୍ର ଜେଲର ସରକାରୀ ପାଣ୍ଠି ଆକାଉଣ୍ଟରୁ ୫,୦୦,୦୦୦ ଟଙ୍କା ଠକେଇ ଘଟଣାରେ ସମ୍ପୃକ୍ତ
Read More...

ବରଗଡ଼ ମହିଳା ସମିତିର ସମ୍ବଲପୁରୀ ଦିନ ସମାରୋହ

ସମ୍ବଲପୁରୀ ଭାଷାକୁ ସ୍ୱୀକୃତି ପ୍ରଦାନ ଦାବି ବରଗଡ଼, (ନିରୋଜ କୁମାର ପାଣୀ) : ଇକ୍କତ ଶାଢ଼ି ଭଳି ପାରମ୍ପରିକ ହସ୍ତତନ୍ତ ବସ୍ତ୍ରର ବଜାର ଚାହିଦାରେ ବ୍ୟାପକ ବୃଦ୍ଧି ସହିତ, ଅଷ୍ଟମ ଅନୁସୂଚୀ ଅନୁଯାୟୀ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ପ୍ରଦାନ କରାଯାଉ ବୋଲି ସମ୍ବଲପୁରୀ ଦିନ ପାଳନ
Read More...

ଏକତ୍ର ଆୟୋଜିତ ଏକକ ଅଭିନୟ ଉତ୍ସବ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ୨୭ଗୋଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ‘ଏକତ୍ର’ ରାଉରକେଲା ପକ୍ଷରୁ ଆୟୋଜିତ ଦୁଇ ଦିବସୀୟ ଏକକ ଅଭିନୟ ଉତ୍ସବ ସ୍ଥାନୀୟ ସିଭିକ୍ ସେଂଟରଠାରେ ଆଜି ଅପରାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ‘ଏକତ୍ର’ର ସଭାପତି କବି ରାଜୀବ ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ
Read More...

ଆସନ୍ତାକାଲି ଠାରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଠାରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। ଆସନ୍ତାକାଲି ରାଷ୍ଟ୍ରପତି କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦଘାଟନ କରିବେ। ୪ ଅଗଷ୍ଟରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ
Read More...