ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ କାନଭାସର ସାତଦିନିଆ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମର ଭବ୍ୟ ସମାପନୀ…
ରାଉରକେଲା, (ସସ୍ମିତା ପ୍ରଧାନ) : କାନଭାସ ପକ୍ଷରୁ ଆୟୋଜିତ ସାତଦିନିଆ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଜି ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଭବ୍ୟ ସମାପନୀ ଉତ୍ସବ ସଫଳତାର ସହ ଶେଷ ହୋଇଛି । ଜୁଲାଇ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମର ପ୍ରଥମ!-->…
Read More...
Read More...