ଯୁବପିଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ପ୍ରଶ୍ନପତ୍ର ମାମଲାରେ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ…

ନୂଆଦିଲ୍ଲୀ, (ପିଆଇବି) : ଦେଶର ଯୁବପିଢ଼ିଙ୍କ କଲ୍ୟାଣ ଏବଂ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୃଢ଼ ଭାବେ କହିଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ପ୍ରଘଟ ଘଟଣାଗୁଡ଼ିକରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ
Read More...

କୁମିଆପାଲି ଗ୍ରାମରେ ପୋଲିସ ସନ୍ତ୍ରାସକୁ ଏସୟୁସିଆଇ ପକ୍ଷରୁ ଦୃଢ଼ ନିନ୍ଦା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ଅଞ୍ଚଳରେ ବିସ୍ଥାପିତ ହେବାକୁ ଥିବା କୁମିଆପାଲି ଗ୍ରାମର ଲୋକଙ୍କ ଦାବୀକୁ ପ୍ରଶାସନ ସହୃଦୟତା ସହ ପୂରଣ କରିବା ଉଚିତ କ୍ଷତିପୂରଣ ଦେବା ଓ ଥଇଥାନ କରିବା ପରିବର୍ତ୍ତେ ରାତିଅଧିଆ ପୋଲିସ ଆତଙ୍କରାଜ ସୃଷ୍ଟି କରି ୭ ଜଣ ଲୋକଙ୍କୁ ବଳପୂର୍ବକ ଉଠେଇ
Read More...

ସୁବର୍ଣ୍ଣପୁରରେ ଏମ୍ସର ଉଚ୍ଚସ୍ତରୀୟ ଡାକ୍ତରୀ ଦଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସର୍ବଭାରତୀୟ ଚିକିତ୍ସା ବିଜ୍ଞାନ ଅନୁଷ୍ଠାନ (ଏମ୍ସ) ଭୁବନେଶ୍ୱରର ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ସୁବର୍ଣ୍ଣପୁର ଜିଲ୍ଲା ପରିଦର୍ଶନ କରି ଜିଲ୍ଲାର କିଡ଼ନୀ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳ ତଥା ସୋନପୁର ବ୍ଲକ
Read More...

ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ

ନୁଆଦିଲ୍ଲୀ, (କେପିଏନ୍‌ଏସ୍‌) : ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ରାହୁଲ ଗାନ୍ଧୀ ଓ ଭାରତୀୟ ଜାତୀୟ କଂଗ୍ରେସ ପୁଣିଥରେ ଛାତ୍ରଛାତ୍ରୀଙ୍କୁ ରାଜନୈତିକ ହତିଆର କରି ସଂସଦର ବର୍ଷାକାଳୀନ ଅଧିବେଶନକୁ ବାଧାଗ୍ରସ୍ତ କରିବାର
Read More...

ନକଲି ଓକିଲ ସାଜି ୫୦ ହଜାର ଟଙ୍କା ଠକେଇ : ଅଭିଯୁକ୍ତ କୋର୍ଟ ଚାଲାଣ

ଅତାବିରା, (ମୋହନ ସାହୁ) : ବରଗଡ଼ ଜିଲ୍ଲାର ଅତାବିରା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଠକେଇ ଘଟଣା ସାମ୍ନାକୁ ଆସିଛି । ଅତାବିରା ପୁଲିସ ଥାନାରେ ରୁଜୁ ହୋଇଥିବା ମାମଲା ନଂ–୨୮୫ ଅନୁଯାୟୀ, ଜଣେ ଯୁବକ ନିଜକୁ ଆଇନଜୀବୀ ବୋଲି ପରିଚୟ ଦେଇ ଏକ ନକଲି ଅଦାଲତ ଆଦେଶ ଦେଖାଇ ପରିବାରଠାରୁ ୫୦ ହଜାର ଟଙ୍କା
Read More...

ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍‌ ଉଦ୍‌ଯାପିତ

ଷ୍ଟାଡିୟର ଭିତ୍ତିଭୂମିର ବିକାଶ କରାଯିବ - ନରସିଂହପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟା, ଦୟା ରନର୍ସଅପ ୧୯ ବର୍ଷରେ ଶ୍ରୀୟାଂଶ ଚମ୍ପିୟାନ, ବିଜୟ ରନର୍ସଅପଭେଟେରାନ ଖେଳାଳି ଡା. ଦୀପକ ବାରିକଙ୍କୁ ତ୍ରିମୁକୁଟ ବଲାଙ୍ଗିର, (ଦେବାଶିଷ ମିଶ୍ର) :
Read More...

ରଥଯାତ୍ରା କବିତା ପାଠ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସନାତନ ମନ୍ଦିର ପରିସରରେ ଅଙ୍କୁର ସାହିତ୍ୟ ସଂସଦ ତରଫରୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କବିତା ପାଠ ଉତ୍ସବର ସଂଯୋଜନା କରିଥିଲେ ଶ୍ରୀମତୀ ରଶ୍ମୀ ପାତ୍ର ଓ ନଳିନୀ ପ୍ରଭା ଶତପଥୀ । କବିତା ଗୁଡିକ
Read More...

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧିନରେ ଓଡ଼ିଶାର ନୀଳ ଅର୍ଥନୀତି

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅନ୍ତର୍ଗତ ମତ୍ସ୍ୟପାଳନ ବିଭାଗ ୨୦୨୦–୨୧ ଆର୍ଥିକ ବର୍ଷରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସଓ୍ବାଇ) କାର୍ଯ୍ୟକାରୀ
Read More...

ଓଡ଼ିଶାର ରେଳ ବଜେଟ୍ ଆବଣ୍ଟନ ୧୩ ଗୁଣ ବଢ଼ିଛି

ନୂଆ ରେଳ ଟ୍ରାକ୍ ନିର୍ମାଣ ୩.୫ ଗୁଣ ବୃଦ୍ଧି; ୮୧,୭୩୯ କୋଟି ଟଙ୍କା ବ୍ୟୟବରାଦ ସହ ମୋଟ୍ ୫୫ଟି ରେଳ ପ୍ରକଳ୍ପ ମଞ୍ଜୁରଅମୃତ ଭାରତ ଷ୍ଟେସନ ଯୋଜନାରେ ୯ଟି ଷ୍ଟେସନ ପୁନର୍ବିକାଶ କାମ ସମ୍ପୂର୍ଣ୍ଣ; ୫୦ଟି ଷ୍ଟେସନର ଉନ୍ନତିକରଣ କାମ ଜାରିଓଡ଼ିଶାରେ ୧୨ଟି ଗତିଶକ୍ତି କାର୍ଗୋ ଟର୍ମିନାଲ
Read More...

ରାସନ କାର୍ଡ, ଭତ୍ତାକାର୍ଡ ଓ ସ୍ଵାସ୍ଥ୍ୟକାର୍ଡ ପ୍ରଶାସନକୁ ଫେରାଇଲେ କୁମିଆପାଲି ଗ୍ରାମବାସୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିରର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ନେଇ ପୁଣି ଥରେ ଚର୍ଚ୍ଚାରେ କୁମିଆପାଲି ଗାଁ । ପ୍ରଶାସନର ଗାଁ ଉଚ୍ଛେଦ ତଥା ବିସ୍ଥାପନ ଉଦ୍ୟମକୁ ଦୃଢ଼ ବିରୋଧ କରିଛନ୍ତି ଗାଁରେ ରହୁଥିବା ୮୬ ଆଦିବାସୀ ପରିବାର । ଉଚିତ୍‌ କ୍ଷତିପୂରଣ ଓ ସମସ୍ତ ଦାବି ପୂରଣ ନ
Read More...