ଟିଟିଲାଗଡ଼ରେ ଅନଲାଇନ୍ ପେମେଣ୍ଟ ନାଁରେ ଠକେଇ, ବ୍ୟବସାୟୀଙ୍କ ଅଭିଯୋଗ ପରେ ଥାନାରେ ଏତଲା
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରରେ ଅନଲାଇନ୍ ପେମେଣ୍ଟ ନାଁରେ ଏକ ଠକେଇ ଘଟଣା ସାମ୍ନାକୁ ଆସିଛି । ସହରର ତିନୋଟି ପ୍ରମୁଖ ବ୍ୟବସାୟିକ ପ୍ରତିଷ୍ଠାନରୁ ସାମଗ୍ରୀ କିଣି ନକଲି ପେମେଣ୍ଟ ସ୍କ୍ରିନସଟ୍ ଦେଖାଇ ଠକେଇ କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ବଲାଙ୍ଗିର!-->…
Read More...
Read More...