ସୋନମ ୱାଙ୍ଗଚୁକଙ୍କ ସମର୍ଥନ ଓ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସୋହେଲାରେ ଆପ୍ ଯୁବ ମୋର୍ଚ୍ଚାର ରଣହୁଙ୍କାର

ସୋହେଲା, (କେପିଏନ୍‌ଏସ୍‌) : ଲଦାଖର ପ୍ରସିଦ୍ଧ ଶିକ୍ଷାବିତ୍ ତଥା ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଏବଂ ଦେଶର ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଆଜି ସୋହେଲା ସହର କମ୍ପିଛି । ଆମ ଆଦମୀ ପାର୍ଟି (ଆପ୍)
Read More...

କେସିଙ୍ଗାରେ ବଡ ଧରଣର ଚୋରି

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରର ୩ ନମ୍ବର ୱାର୍ଡରେ ଘଟିଥିବା ଏକ ବଡ ଧରଣର ଚୋରି ଘଟଣା ଅଞ୍ଚଳରେ ଚାଞ୍ଚଳ୍ୟ ସୃଷ୍ଟି କରିଛି । ପୁନମ ଚାନ୍ଦ ଜୈନଙ୍କ ଘରୁ ସୁନା ଗହଣା, ନଗଦ ଟଙ୍କା ଓ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ସୂଚନା ମିଳିଛି ।
Read More...

କୃଷ୍ଣ ଓ ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟାରେ ଝୁମିଲେ ଶ୍ରଦ୍ଧାଳୁ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗୁଣ୍ଡିଚା ମନ୍ଦିର ଠାରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ କୃଷ୍ଣ ଓ ବଳରାମ ବେଶରେ ଦର୍ଶନ ଦେଇଛନ୍ତି । କଥାରେ ଅଛି ଆଡପ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ ମହାପୁଣ୍ୟ ଓ ଫଳ ପ୍ରାପ୍ତି ଅଟେ
Read More...

ବଲାଙ୍ଗିର କୁମିଆପାଲି ବିସ୍ଥାପିତଙ୍କ ଜିଦ୍‌ ଆଗରେ ଆଣ୍ଠେଇଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ନେଇ ପୁଣି ଥରେ ଚର୍ଚ୍ଚାରେ କୁମିଆପାଲି ଗାଁ । ପ୍ରଶାସନର ଗାଁ ଉଚ୍ଛେଦ ଉଦ୍ୟମକୁ ଦୃଢ଼ ବିରୋଧ କରିଛନ୍ତି ଆଦିବାସୀ ବହୁଳ ଏହି ଗ୍ରାମର ୮୬ ବିସ୍ଥାପିତ ପରିବାର । ସେମାନଙ୍କ ସ୍ପଷ୍ଟ କଥା - ଉଚିତ କ୍ଷତିପୂରଣ ଓ
Read More...

କଣ୍ଟାବାଞ୍ଜି ହସ୍ପିଟାଲରୁ କାନ୍ଧରେ ମୃତ ଶିଶୁର ମୃତଦେହ ବୋହି ନେଉଥିବା ବାପାଙ୍କ ଭିଡିଓ ଭାଇରାଲ, ଅଞ୍ଚଳରେ ଚର୍ଚ୍ଚା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ହସ୍ପିଟାଲରୁ ଜଣେ ବାପା ନିଜ ମୃତ ଶିଶୁର ମୃତଦେହକୁ କାନ୍ଧରେ ବୋହି ନେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି । ତେବେ ଭିଡିଓର ସତ୍ୟତା ଏବଂ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ସମ୍ପର୍କରେ ଏପର୍ଯ୍ୟନ୍ତ ସରକାରୀ ଭାବେ
Read More...

ଅନ୍ତର୍ଲାରେ ଲଘୁଚାପ ବର୍ଷାରେ ଭାଙ୍ଗିଲା କଞ୍ଚା ମାଟିଘର, ପରିବାର ପର ଘରେ ଆଶ୍ରୟ

ଆବାସ ଯୋଜନାରେ ସାମିଲ ପାଇଁ ଦାବୀ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଲଗାଣ ଲଘୁଚାପ ବର୍ଷାରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ପଞ୍ଚାୟତ ଅନ୍ତର୍ଲା ଗ୍ରାମର ସଞ୍ଜନା କୁମ୍ଭାରଙ୍କ ମାଟିଘର ଭାଙ୍ଗିଯାଇଛି । ଗତ କିଛି ଦିନ ହେବ ବ୍ଲକ ଅଞ୍ଚଳରେ ଲଘୁଚାପ ବର୍ଷା ପ୍ରଭାବରେ
Read More...

ରାଜ୍ୟସ୍ତରୀୟ ସେମିନାରରେ ଭାଗ ନେଲେ ବଲାଙ୍ଗିରର ଦୁଇ ବିଚାରକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଷୁ ଆସୋସିଏସନ ଅଫ୍ ଓଡିଶା ଓ ଖୋର୍ଦ୍ଧା ଉଷୁ ସଂଘର ମିଳିତ ଭାବରେ ଦୁଇ ଦିନିଆ ଓଡିଶା ରାଜ୍ୟ ଉଷୁ ବିଚାରକଙ୍କ ପାଇଁ (ଜଜ) ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାରୁ ମୋଟ ୪୨ ଜଣ ବିଚାରକ ଭାଗ ନେଇଥିଲେ । ଏହି ଦୁଇ ଦିନିଆ ସେମିନାରରେ
Read More...

ସରକାରୀ ମହିଳା ମହାବିଦ୍ୟାଳୟ ବୁଲିଲେ ନରସିଂହ

ଅଭାବ ଥିବା ଭିତ୍ତିଭୂମି ବିକାଶ କରୁ ସରକାର - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ସ୍ଥାନୀୟ ସରକାରୀ ମହାବିଦ୍ୟାଳୟରେ ପହଂଚି ସେଠାରେ ଅଧ୍ୟକ୍ଷ, ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ବିଶେଷ କରି ମହିଳା
Read More...

ଓଡ଼ିଶା ଭିଜିଲାନ୍ସ ହାତରେ ଅନିତା ଜେନା

କୁଆରମୁଣ୍ଡ ତହସିଲ, ଜିଲ୍ଲା-ସୁନ୍ଦରଗଡ଼ ଅନ୍ତର୍ଗତ କାଲୋସିହିରା ସର୍କିଲର ରାଜସ୍ୱ ନିରୀକ୍ଷକଙ୍କୁ ଜମି ସୀମା ନିର୍ଦ୍ଧାରଣ ରିପୋର୍ଟ ପ୍ରଦାନ ପାଇଁ ଲାଞ୍ଚ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି । ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡ
Read More...

ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ବନ ବିଭାଗ କାନ୍ଥ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗତ କାଲିଠାରୁ ହେଉଥିବା ବର୍ଷା ଯୋଗୁଁ ଟିଟିଲାଗଡ ବନ ବିଭାଗର ବାଉଣ୍ଡ୍ରି ୱାଲ ଭୁଷୁଡି ପଡିଥିବା ଆଜି ସକାଳୁ ଦେଖିବାକୁ ମିଳିଛି । ଲୋକଙ୍କ କହିବାନୁଯାୟୀ ପାଖରେ ବସିଥିବା ଗୋଟିଏ ଷଣ୍ଢ ଉପରେ ୱାଲ ପଡ଼ିଯାଇଥିଲା । ଆଖପାଖରେ ଥିବା ସ୍ଥାନୀୟ ଲୋକେ ଧାଇଁ
Read More...