ଘୁନସର ପଞ୍ଚାୟତକୁ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପରିଦର୍ଶନ

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ପଞ୍ଚାୟତକୁ ଆଜି ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂଙ୍କ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ତଦାରଖ କରିବା ସହ ମନରେଗା ଯୋଜନାରେ କିଭଳି ଭାବେ ଶ୍ରମିକମାନେ କାମ ପାଇପାରିବେ ସେନେଇ ଆଲୋଚନା ମଧ୍ୟ କରିଥିଲେ । ତଦାରଖ ସମୟରେ ବିଡିଓ ଚନ୍ଦ୍ରମଣୀ ନାଗ, ସ୍ଥାନୀୟ ସରପଞ୍ଚ ଦ୍ରୋପଦୀ ବେହେରା, କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମକାନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.