କେନ୍ଦ୍ର ସରକାର ଆଇପିଏସ୍ ସୁବୋଧ ଜୈସୱାଲଙ୍କୁ ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ କଲେ

ନୂଆଦିଲ୍ଲୀ : ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ କେନ୍ଦ୍ର ସରକାର ୧୯୮୫ ବ୍ୟାଚର ମହାରାଷ୍ଟ୍ର କ୍ୟାଡର ଆଇପିଏସ୍ ସୁବୋଧ ଜୈସୱାଲଙ୍କୁ ନିଯୁକ୍ତ କରିଛନ୍ତି । ସୁବୋଧ ସିବିଆଇର ମୁଖ୍ୟ ଭାବେ ୨ ବର୍ଷ ଧରି କାର୍ଯ୍ୟ କରିବେ । ଏବେ ସୁବୋଧ ଜୈସୱାଲ୍ ସିଆଇଏସ୍ଏଫର ଡିଜି ଅଛନ୍ତି । ସୁବୋଧ ପୂର୍ବରୁ ମହାରାଷ୍ଟ୍ର ଡିଜିପି, ମୁମ୍ବାଇ ପୋଲିସ କମିଶନର, ମହାରାଷ୍ଟ୍ର ଏଟିଏସ୍ ମୁଖ୍ୟ ଭାବେ କାର୍ଯ୍ୟ କରି ସାରିଛନ୍ତି ।

Leave A Reply

Your email address will not be published.