csstore

୧୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଉପନିର୍ବାଚନ ସକାଶେ ଭାରତୀୟ ଜନତା ପାର୍ଟି ତରଫରୁ ମନବୋଧ ବରିହା‌ଙ୍କ ପ୍ରାର୍ଥୀପତ୍ର ଦାଖଲ

ପାଟଣାଗଡ, (କେପିଏନ୍‌ଏସ୍‌) : ଉପନିର୍ବାଚନ ସକାଶେ ଭାରତୀୟ ଜନତା ପାର୍ଟି ତରଫରୁ ୧୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ମନବୋଧ ବରିହା ନିଜର ପ୍ରାର୍ଥୀପତ୍ର ପାଟଣାଗଡ ଉପଜିଲ୍ଲାପାଳଙ୍କ ଠାରେ ଦାଖଲ କରିଛନ୍ତି । ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଶିବାଜୀ ମହାନ୍ତି, ପାଟଣାଗଡ ପଞ୍ଚାୟତ ସମିତି ଅଧକ୍ଷ ଭକ୍ତବଂଧୁ ନାଏକ, ଜିଲ୍ଲା କିଶାନ ମୋର୍ଚା ସଭାପତି ମାଧବ କୁମାର ସାଏ, ପ୍ରବୋଧାନଂଦ ପାଣିଗ୍ରାହୀ, କରମ ସରାଫ, ପେମାନହଦ ବାଗ, ମାଣିକ୍ୟ ସାହୁ, ସନ୍ତୋଷ କୁମାର ମେହେର, ବଲ୍ଲଭ ଧରୁଆ, ଶ୍ରୀମତୀ ଶୈଳବାଳା ବାଗ, ସୁଶାନ୍ତ କୁମାର ମହାନ୍ତି ପ୍ରମୁଖ ବିଜେପିର କାର୍ୟ୍ୟକର୍ତା ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.