ଉତ୍କଳ ଦିବସ ପାଳନ ନିମନ୍ତେ ରାଜ୍ୟ ସରକାର‌ଙ୍କ କଟକଣା ଜାରି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍ ପରିସ୍ଥିତିରେ ଆସନ୍ତା ଉତ୍କଳ ଦିବସ ପାଳନ ନିମନ୍ତେ କେତେକ କଟକଣା ଜାରି ହୋଇଛି । ଉତ୍କଳ ଦିବସ ଅବସରରେ ସରକାରୀ କାର୍ୟ୍ୟକ୍ରମ ସର୍ବାଧିକ ୨୦୦ ଲୋକଙ୍କୁ ନେଇ କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ଆୟୋଜିତ ହେବ । ଘରୋଇ ସଂସ୍ଥା ଅନୁମତି ସହ ନିର୍ଦ୍ଧାରିତ ସଂଖ୍ୟକ ଲୋକଙ୍କୁ ନେଇ କାର୍ୟ୍ୟକ୍ରମ ପାଳନ କରି ପାରିବେ । ରାଜ୍ୟ ସୂଚନା ଓ ଲୋକ ସର୍ମ୍ପକ ବିଭାଗ ପକ୍ଷରୁ ଏହି ସୂଚନା ପପ୍ରଦାନରାଯାଇଛି ।

Leave A Reply

Your email address will not be published.