csstore

ବିଜୁ ସେତୁ ପିଲର ପାଇଁ ଖୋଳାଯାଉଥିବା ଗାତରେ ଖସିପଡି ଶ୍ରମିକ ମୃତ

ବାରିପଦା : କିଛି ଦିନ ତଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ତାଳପଦରରେ ବିଜୁସେତୁ ଭୁଷୁଡି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ମାମଳାରେ ସହକାରୀ ଯନ୍ତ୍ରୀ ଅସିତ୍‌ ପାତ୍ରଙ୍କୁ ଗିରଫ କରାଯାଇଥିବା ସହ ଘଟଣାରେ ଜଡ଼ିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସରକାର କଡା କାର୍ଯ୍ୟାନୁଷ୍ଠାନ ନେଇଥିବା ବେଳେ ଆଜି ଅପରାହ୍ନରେ ପୁଣି ବାରିପଦା ବଡସାହି ବିଜୁ ଉରା ସେତୁର ପିଲର ପାଇଁ ଖୋଲାଯାଉଥିବା ଗାତରେ ଖସିପଡି ଘଟଣା ସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ମୃତ ଶ୍ରମିକ ଜଣକ ହେଳେ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରର ନିବାସୀ ଦୀପକ ସିଂ । ଅଘଟଣ ଘଟିବା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକମାନେ ମୃତଦେହ ରଖି କ୍ଷତିପୂରଣ ଦାବୀରେ ଧାରଣାରେ ବସିଛନ୍ତି ।

jayashree
Leave A Reply

Your email address will not be published.