oom

ଶିକ୍ଷାବିତ ସ୍ୱର୍ଗତ ବୃନ୍ଦାବନ ପାଣିଗ୍ରାହିଙ୍କ ଦ୍ୱାଦଶରେ ଶ୍ରଦ୍ଧାଞ୍ଜଳି

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା ) : ଗଞ୍ଜାମ ସହରର ବିଶିଷ୍ଟ ଶିକ୍ଷାବିତ ସ୍ୱର୍ଗତ ବୃନ୍ଦାବନ ପାଣିଗ୍ରାହିଙ୍କ ଦ୍ୱାଦଶ ଦିବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ବ୍ଲକ୍‌ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ପୌରାଞ୍ଚଳ ବରିଷ୍ଟ ନାଗରିକ ପରିଷଦ, ଗଞ୍ଜାମ ପ୍ରେସ୍‌ କ୍ଳବ୍‌, ମିଡ଼ିଆ ହାଉସ, ଛତ୍ରପୁର ପ୍ରେସ୍‌ କ୍ଳବ୍‌ର କର୍ମକର୍ତ୍ତା, ସଦସ୍ୟ, ବହୁ ବୁଦ୍ଧିଜୀବୀ ଯୋଗଦେଇ ସ୍ୱର୍ଗତ ପାଣିଗ୍ରାହିଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ । ତାଙ୍କ ସୁପୁତ୍ର ପ୍ରଦୀପ କୁମାର ପଣ୍ଡାଙ୍କ ସହ ଆତ୍ମିୟ ସ୍ୱଜ୍ଜନ, ପ୍ରିୟଜନ ଉପସ୍ଥିତ ରହି ଏହି ଦ୍ରୁବଳ କାର୍ଯ୍ୟର ସୁପରିଚାଳନା କରିଥିଲେ । ସ୍ୱର୍ଗତ ପାଣିଗ୍ରାହି ଆଦର୍ଶ ଶିକ୍ଷକ, ପରପୋକାରୀ, ମେଳାପୀ, ଆଧ୍ୟାତ୍ମିକବାଦୀ, ସ୍ୱଷ୍ଟବାଦୀ, ସମାଜସେବୀ ପ୍ରକୃତିର ବ୍ୟକ୍ତିତ୍ୱ ରହିଥିବାରୁ ତାଙ୍କର ଗୁଣଗାନ କରାଯାଇଥିଲା ।

jittmm
Leave A Reply

Your email address will not be published.