p purohi

ବିଜେପି ଛାଡି ବିଜେଡିରେ ମିଶିଲେ ଜିଲ୍ଲାପରିଷଦ ପ୍ରାର୍ଥିନୀ ଝରଣା ଭୋଇ

dr. purohit

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବିଜେପି ଛାଡି ବିଜେଡିରେ ମିଶିଛନ୍ତି ଜଣେ ଜିଲ୍ଲାପରିଷଦ ପ୍ରାର୍ଥିନୀ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ନିର୍ବାଚନ ମଂଡଳୀର ବେଲପଡା ବ୍ଲକ ଅନ୍ତର୍ଗତ ୨୪ ନମ୍ବର ଜୋନର ବିଜେପି ଜିଲ୍ଲାପରିଷଦ ପ୍ରାର୍ଥିନୀ ଝରଣା ଭୋଇ ଆଜି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ବିଜେପି ଛାଡି ନିଜ ସମର୍ଥକ ମାନଙ୍କୁ ନେଇ ବିଜେଡିରେ ଯୋଗଦାନ କରିଛନ୍ତି ।

nrusinghnath
Leave A Reply

Your email address will not be published.