ନିଆଁ ଲାଗି ଜଳିଗଲା ଆଖୁ ଫସଲ ଓଡିଶା By Koshala Prabaha On Thursday 23rd February 2023, 11:54 am Share ତିଗିରିଆ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ବାଲି ଅମ୍ବା ଗ୍ରାମରେ ବୁଧବାର ରାତିରେ ଆଖୁ କିଆରିରେ ନିଆଁ ଲାଗିଯାଇ ଏକର ଏକର ଜମିରେ ହୋଇଥିବା ଆଖୁ ଫସଲ ଜଳି ଯାଇଥିବା ଖବର ମିଳିଛି । ଖବର ପାଇ ତିଗିରିଆ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । tigiria news