csstore

ଲରାସରାରେ ପୁରାତନ ଛାତ୍ରଙ୍କ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ନେତ୍ରଭାନୁ ହାଇସ୍କୁଲର ୧୯୮୫ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ନେଇ ରବିବାର ଦିନ ଲରାସରାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସୁବାସ ପାଣିଗ୍ରାହୀ, ପ୍ରମୋଦ ମେହେର, ଆଦିତ୍ୟ ମିଶ୍ର, କିଶୋର ମେହେର, ରାଜେଶ ଅଗ୍ରୱାଲ, ବ୍ରଜ ପୁଟେଲ, ଘାସି ରଣା, ସୁରେଶ ମେହେର, ଉପେନ୍ଦ୍ର ଥନାପତି, ଜୟହିନ୍ଦ ଛତ୍ରିଆ, ଘନଶ୍ୟାମ ସାହୁ, ଶଶି ଭୋଇ, ଶଶି ପାଣିଗ୍ରାହୀ, ବିଜୟ ମିଶ୍ର, ମନରଞ୍ଜନ ପୂଟେଲ ପରିବାର ସହ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.