Yearly Archives

2026

କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ଜିଲ୍ଲା କମିଟି ସଭାପତି ତୀର୍ଥ ପଧାନଙ୍କ ନେତୃତ୍ୱରେ ଶ୍ରମିକମାନଙ୍କର ବିଭିନ୍ନ ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।…
Read More...

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ପଡାର କେତେକ ବ୍ୟକ୍ତିଙ୍କ ପରଲୋକ ହୋଇଥିବାରୁ ତାଙ୍କ ଆତ୍ମା ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ପଡାର…
Read More...

୨୦୨୬ ସ୍ୱାଧୀନତା ଦିବସ ସମାରୋହରେ ‘ବନ୍ଦେ ମାତରମ୍ର ୧୫୦ ବର୍ଷ’ ଓ ‘ବିକଶିତ ଭାରତ @୨୦୪୭ ପାଇଁ ଯୁବଶକ୍ତି’କୁ ସମ୍ମାନ

ପ୍ରଥମ ଥର ପାଇଁ, ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ 'ବନ୍ଦେ ମାତରମ୍' ଗାନ କରାଯିବପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିବେଭବ୍ୟ ସ୍ୱାଧୀନତା ଦିବସ ସମାରୋହର ସାକ୍ଷୀ ହେବେ ପ୍ରାୟ ୫,୦୦୦ ସ୍ୱତନ୍ତ୍ର ଅତିଥି ନୂଆଦିଲ୍ଲୀ, (ପିଆଇବି) : ଆସନ୍ତା ୧୫…
Read More...

ରାଜ୍ୟଗୋଷ୍ଠୀ କ୍ରୀଡା ବିଜେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କେବଳ ଭୌତିକ ଭିତ୍ତିଭୂମି ନୁହେଁ, ସମଗ୍ର କ୍ରୀଡ଼ା ସଂସ୍କୃତି ବିକାଶ ଉପରେ କ୍ରୀଡ଼ାର ସଫଳତା ନିର୍ଭରଶୀଳ: ପ୍ରଧାନମନ୍ତ୍ରୀମୌଖିକ ଉତ୍ସାହ ଅପେକ୍ଷା ପଦକଗୁଡ଼ିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ପ୍ରେରଣାଦାୟୀ: ପ୍ରଧାନମନ୍ତ୍ରୀଦେଶକୁ ଗୌରବାନ୍ୱିତ କରିଥିବା କ୍ରୀଡାବିତମାନଙ୍କୁ…
Read More...

ପାରାଦୀପ ବନ୍ଦର ପ୍ରାଧିକରଣରେ ଆଇଏମପିସିସି ବୈଠକ

ବାହୁଦାରେ ସାଟେଲାଇଟ୍ ବନ୍ଦର ଏବଂ ପୁରୀରେ କ୍ରୁଜ୍ ଟର୍ମିନାଲ ବିକଶିତ କରିବ ପାରାଦୀପ ବନ୍ଦର: ପିପିଏ ଅଧ୍ୟକ୍ଷଗଣଯୋଗାଯୋଗରେ ସହାନୁଭୂତି ଏବଂ ସମନ୍ୱୟ ଉପରେ ଗୁରୁତ୍ୱାରୋପ କଲେ ପିଆଇବି ଏଡିଜି ନୂଆଦିଲ୍ଲୀ, (ପିଆଇବି) :ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଓଡ଼ିଶା କ୍ଷେତ୍ରର…
Read More...

ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ସାଂସଦ ପ୍ରଦୀପ ପୁରୋହିତଙ୍କ ଦୃଢ଼ ଦାବି ବରଗଡ, (ନିରୋଜ କୁମାର ପାଣୀ) : ଚିର ଅବହେଳିତ ଓ ମରୁଡ଼ି ପ୍ରପୀଡ଼ିତ ବରଗଡ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଉପଖଣ୍ଡର ସାମଗ୍ରିକ ବିକାଶ ପାଇଁ ସ୍ୱତନ୍ତ୍ର ‘ବିକାଶ ପ୍ୟାକେଜ୍’ ଘୋଷଣା କରିବାକୁ ଜାତୀୟ ସ୍ତରରେ ଦାବି…
Read More...

ଦଇବ ସାଜିଛି ଦାଉ : ପୁଅର ଚିକିତ୍ସା ପାଇଁ ସହାୟତା ଲୋଡ଼ିଲେ ବାପା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଇବ ସାଜିଛି ଦାଉ । ଗୋଟିଏ ପଟେ ୧୨ ବର୍ଷର ପୁଅ କ୍ୟାନସରରେ ପୀଡ଼ିତ ହୋଇ ଜୀବନ ସହ ସଂଘର୍ଷ କରୁଛି, ଆଉ ଅନ୍ୟପଟେ ପୁଅର ଚିକିତ୍ସାରେ ସର୍ବସ୍ୱ ହରାଇ ଅସହାୟ ହୋଇପଡ଼ିଛନ୍ତି ବାପା । ଏବେ ପୁଅର ଜୀବନ ବଞ୍ଚାଇବା ପାଇଁ ଲୋଡ଼ିଛନ୍ତି ସହାୟତା । ବଲାଙ୍ଗିର…
Read More...

ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରେସ କ୍ଲବ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ସାମ୍ବାଦିକ ମାନଙ୍କ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସାମ୍ବାଦିକ ମାନଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ କରାଯାଇଛି । ଯାହାକି ୨୦୨୦ ମସିହାରୁ ଏହି ଯୋଜନା ଆରମ୍ଭ…
Read More...

ସଇଁତଲାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ସଇଁତଲା, (ଖୁସିରାଣୀ ସାହୁ) : ୧୯୯୪ ମସିହାରେ ସଂଯୁକ୍ତ ରାଷ୍ଟ୍ର ସଂଘର ସାଧାରଣ ସଭାରେ ଅଗଷ୍ଟ ୯ ତାରିଖକୁ ବିଶ୍ୱ ଆଦିବାସୀ ଦିବସ ଭାବେ ପାଳନ କରିବା ପାଇଁ କୁହାଯାଇଥିଲା ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଆଦିବାସୀ ଦିବସ ରୂପେ ପାଳନ କରାଯାଉଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲା ସଇଁତଳାରେ ବି…
Read More...

କେ.ଭି. ମହାବିଦ୍ୟାଳୟରେ ନିଶା ନିବାରଣ ଦିବସ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିସ୍ଥିତ କେ.ଭି. ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ଗୁଣବତ୍ତା ଆଶ୍ୱାସନା କୋଷ ଓ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, କଣ୍ଟାବାଞ୍ଜି ଶାଖାର ମିଳିତ ଆନୁକୂଲ୍ୟରେ ନିଶା ନିବାରଣ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ…
Read More...