Daily Archives

ବଲାଙ୍ଗିରରେ ପୁଣି ଚୋରି, ଲୋକଙ୍କ ମଧ୍ୟରେ ଆତଙ୍କ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପୁଣି ଚୋରଙ୍କ ଆତଙ୍କ। ଚୋରି, ଲୁଟ୍ ଓ ଛିନତାଇ ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗତକାଲି ବିଳମ୍ବିତ ରାତିରେ ଚିମନିଭାଟିପଡ଼ାର ନୀଳାମ୍ବର ଶତପଥୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ସେ ରାତି ପ୍ରାୟ ୩ଟାରେ ନିଜ ପୈତୃକ ଗାଁରୁ…
Read More...

ଦୁଇ ସପ୍ତାହର ଆତଙ୍କର ଅନ୍ତ, ବନ ବିଭାଗ କବ୍‌ଜାରେ ହିଂସ୍ର ଭାଲୁ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଦୀର୍ଘ ଦୁଇ ସପ୍ତାହ ଧରି ଆତଙ୍କ ଖେଳାଇଥିବା ହିଂସ୍ର ଭାଲୁକୁ ଶେଷରେ କାବୁ କରିଛି ବନ ବିଭାଗ। ଭାଲୁ ଆକ୍ରମଣରେ ଜଣଙ୍କ ଜୀବନ ଯାଇଥିବାରୁ ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ଲାଗି ରହିଥିଲା। ବିଶେଷକରି ପାର୍ବଣ…
Read More...

ବରଗଡ଼କୁ ବାଲି ବସ୍ତା ଭରସା, ଏମିତି ତିଆରି ହେଉଛି ରାସ୍ତା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ରେ ରାସ୍ତା ନିର୍ମାଣକୁ ନେଇ ଉଠିଲା ପ୍ରଶ୍ନ । ଗାର୍ଡ ୱାଲ୍ ନିର୍ମାଣ ବଦଳରେ ବାଲି ବସ୍ତା ଉପରେ ଭରସା କରୁଛି ଠିକା ସଂସ୍ଥା । ବରଗଡ଼ ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ରାସ୍ତା ନିର୍ମାଣ କାମରେ ଏଭଳି ଚିତ୍ର ସାମ୍ନାକୁ ଆସିଛି । ରାସ୍ତା କଡ଼ରେ…
Read More...

ପାଇକମାଲ ବ୍ଲକସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଅନୁଷ୍ଠିତ, ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ଚିତ୍ତାକର୍ଶକ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକସ୍ତରୀୟ ବାର୍ଷିକ ଶିଶୁ ମହୋତ୍ସବ ‘ସୁରଭି’ ଲଖମରାସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭମ କୁମାର ପତି ସଭାପତିତ୍ୱ କରିଥିଲେ…
Read More...

ଦ୍ୱାରଶୁଣୀ ଘାଟି ରାସ୍ତା କଟକଣା

ନଭେମ୍ବର ୪ରୁ ୨୮ଯାଏଁ ୫ ଘଣ୍ଟା ବନ୍ଦ ରହିବ ପ୍ରତ୍ୟେକ ସପ୍ତାହରେ ବୁଧବାରଠାରୁ ଶନିବାର ପର୍ଯ୍ୟନ୍ତ ୧୧ରୁ ୪ଟା ଯାଏଁ ଯାତାୟତ ବନ୍ଦ ରହିବ ବାରିପଦା, (ଦେବସ୍ମିତ ଚୌଧୁରୀ) : ଦ୍ୱାରଶୁଣୀ ଘାଟି ମଧ୍ୟ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ପାଇଁ କଟକଣା…
Read More...

ଆଦିବାସୀ ମହାବିଦ୍ୟାଳୟରେ ଏ ଆଇ ସାକ୍ଷରତା ମିଶନ : ଛାତ୍ରଛାତ୍ରୀଙ୍କୁ ଦିଆଗଲା ଭବିଷ୍ୟତ ପ୍ରଯୁକ୍ତିବିଦ୍ୟାର ମନ୍ତ୍ର

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆଧୁନିକ ଯୁଗରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ବୈଷୟିକ ଜ୍ଞାନ ଯୁବପିଢ଼ିଙ୍କ ଭବିଷ୍ୟତ ଗଠନରେ ଏକ ନୂଆ ଦିଗ ଖୋଲିଥିବା ବେଳେ ଏହାର ଉପଯୋଗିତା ଓ ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଲକ୍ଷ୍ୟରେ ବାଲିଗୁଡ଼ା ଆଦିବାସୀ ଡିଗ୍ରୀ…
Read More...

ଦୀପାବଳୀରେ ବାଣ ବ୍ୟବସାୟକୁ ନେଇ ପ୍ରଶାସନର ନିୟମ ଉପରେ ପ୍ରଶ୍ନବାଚୀ : ନିୟମ ଭିତରେ ରହି ବ୍ୟବସାୟ କରିବେ କିପରି ?

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଦୀପାବଳୀ ଆସିଲେ ବାଣ ବଜାରରେ ଦେଖିବାକୁ ମିଳେ ଚଳଚଞ୍ଚଳତା । ଏହି ସମୟରେ ବାଣ ବ୍ୟବସାୟ କରି ଦୁଇ ପଇସା ରୋଜଗାର କରିବାକୁ ଅନେକ ବ୍ୟବସାୟୀ ଆଗ୍ରହ ପ୍ରକାଶ କରନ୍ତି । ହେଲେ ବାଣ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନର ସମୟସୀମା ଓ ବାଣ ସଂଗ୍ରହ…
Read More...

ୟୁଜିସି ଅଧିନିୟମ ୨୦୨୬କୁ ନେଇ ଅସନ୍ତୋଷ : ବଲାଙ୍ଗିରରେ ବ୍ରାହ୍ମଣ ମହାସଭାର ପ୍ରତିବାଦ, ରାଷ୍ଟ୍ରପତିଙ୍କୁ ଦାବିପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ୟୁଜିସି ଅଧିନିୟମ ୨୦୨୬କୁ ବିରୋଧ କରି ଜିଲ୍ଲା ବ୍ରାହ୍ମଣ ମହାସଭାର ପ୍ରତିବାଦ । ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ମହାସଭାର ପ୍ରତିନିଧିମାନେ ନିଜର ଦାବି ଜଣାଇବା ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର…
Read More...

ନଭେମ୍ବର ୯ରୁ ସପ୍ତାହବ୍ୟାପୀ ଶ୍ରୀମଦ୍ ଭାଗବତ କଥା ଓ ଆଧ୍ୟାତ୍ମିକ ପ୍ରବଚନ : ପ୍ରତିଦିନ ରହିବ ପ୍ରସାଦ ସେବନ ବ୍ୟବସ୍ଥା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପବିତ୍ର କାର୍ତ୍ତିକ ମାସ ଅବସରରେ ବାଲିଗୁଡ଼ା ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ସପ୍ତାହବ୍ୟାପୀ ଶ୍ରୀମଦ୍ ଭାଗବତ କଥା ଆୟୋଜନ କରାଯାଉଛି । ଏହି ଅବସରରେ ନଭେମ୍ବର ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବାଲିଗୁଡ଼ା ଜଗନ୍ନାଥ…
Read More...

ଜେଲରୁ ଫେରି ପୁଣି ଛୁରାମାଡ଼, ଯୁବକ ଗୁରୁତର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଜେଲରୁ ଜାମିନରେ ମୁକୁଳିବାର ଦିନ ହିଁ ପୁଣି ଛୁରାମାଡ଼ । ଖପ୍ରାଖୋଲ ଥାନା ଭାନପୁର ପଞ୍ଚାୟତ ଅନ୍ତର୍ଗତ ଝାକରପାଲି ଗ୍ରାମରେ ଏଭଳି ଏକ ହିଂସାତ୍ମକ ଘଟଣା ଘଟିଛି । ତୁର୍ଲା ଗ୍ରାମର ସ୍ୱାଧୀନ ପଣ୍ଡାଙ୍କୁ ଝାକରପାଲି ଗ୍ରାମର ପ୍ରକାଶ ସିଂ ବରିହା ପଛପଟୁ…
Read More...