Monthly Archives

October 2026

ମା’ ସୁରେଶ୍ୱରୀଙ୍କ କାଳରାତ୍ରୀ ବେଶ

ଅନ୍ଧକାର ବିନାଶ ଓ ଅଭୟ ପ୍ରଦାନର ଦିବ୍ୟ ସ୍ୱରୂପ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଶାରଦୀୟ ନବରାତ୍ରୀର ସପ୍ତମ ଦିବସରେ ପବିତ୍ର ଦେବଭୂମି ସୁବର୍ଣ୍ଣପୁରର ଆରାଧ୍ୟା ଦେବୀ ମା’ ସୁରେଶ୍ୱରୀଙ୍କ ସମେତ ମା’ ଭଗବତୀ ଓ ମା’ ଦୁର୍ଗାଦେବୀ କାଳରାତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ…
Read More...

ଲୋଇସିଂହାରେ ନକଲି ଫାଇନାନ୍ସ ଅଫିସ ଖୋଲି ଠକେଇ : ଜଣେ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହେୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ ନକଲି ଫାଇନାନ୍ସ ବ୍ୟାଙ୍କ ନାଁରେ ଠକେଇ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଲୋଇସିଂହା ପୋଲିସ । ସୂଚନା ମୁତାବକ, ଚଳିତ ବର୍ଷ ମେ ମାସରେ ଜଣେ ମହିଳା ଓ ଦୁଇ ଜଣ ଯୁବକ ଲୋଇସିଂହା…
Read More...

ସେଲୁଟ ବଲାଙ୍ଗିର ତରଫରୁ ଅନ୍ନପ୍ରସାଦ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସେଲୁଟ ବଲାଙ୍ଗିର ଆନୁକଲ୍ୟରେ ସାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବଲାଙ୍ଗିର ମା' ପାଟଣେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ‘ସେଲୁଟ’ ବଲାଙ୍ଗିର ତରଫରୁ ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୧୭୦୦ ଲୋକଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା…
Read More...

ଯାଁଆଳା ଓଭରବ୍ରିଜ୍‌ରେ ଭୟଙ୍କର ଦୁର୍ଘଟଣା : ଆଇଚର୍ ଚାଳକ ମୃତ

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଯାଁଆଳା ଓଭରବ୍ରିଜ୍‌ ଉପରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ କଣ୍ଟେନର ପଛରେ ଆଇଚର୍ ଗାଡ଼ି ପିଟି ହେବା ଫଳରେ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଛି ।ସୂଚନା ଅନୁଯାୟୀ, ଯାଁଆଳା ଓଭରବ୍ରିଜ୍‌ ଉପରେ ଏକ କଣ୍ଟେନର ଯାଉଥିବା ସମୟରେ ପଛପଟୁ ଆସୁଥିବା…
Read More...

ଶ୍ରୀମନ୍ଦିରରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ, ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କଲେ

ପୁରୀ : ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଶନିବାର ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ସମଗ୍ର ଓଡ଼ିଶାବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ପ୍ରାର୍ଥନା କରିଥିଲେ । ରାଜ୍ୟପାଳ ନିଜ ପରିବାର ସହ…
Read More...

ନଭେମ୍ବର ୧ରେ ପାଳନ ହେବ ବଲାଙ୍ଗିର ଦିନ୍‌ : ତୃତୀୟ ପ୍ରସ୍ତୁତି ବୈଠକରେ ଗଠନ ହେଲା ବିଭିନ୍ନ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ନଭେମ୍ବର ୧ ତାରିଖରେ ବଲାଙ୍ଗିର ଦିନ୍‌ ପାଳନ ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଏନେଇ ବଲାଙ୍ଗିର ଦିନ୍‌ ଆୟୋଜକ କମିଟି ପକ୍ଷରୁ ସ୍ଥାନୀୟ ପି.ପି. ଏକାଡେମୀଠାରେ ତୃତୀୟ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ଗୋପାଳଜୀ…
Read More...

ସୋନପୁର ବ୍ଲକ ଛକ ଦୁର୍ଗାପୂଜା ଚଳିତ ବର୍ଷ ବଜେଟ ୨୭ ଲକ୍ଷ

କମାଲ ଦେଖାଇବେ ଇଣ୍ଡିଏନ୍ ଆଇଡଲ୍ ଅରୁନିତା ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବ୍ଲକ ଛକ ସ୍ଥିତ ଦୁର୍ଗାପୂଜା ଧୁମଧାମରେ ଅନୁଷ୍ଠିତ ହେବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଚଳିତବର୍ଷ ବଜେଟ ଅନ୍ୟୁନ ୨୭ ଲକ୍ଷ ଟଙ୍କାର ଆକଳନ…
Read More...

ଜଗଲପାଟରେ ପାରିବାରିକ କଳହରୁ ଅଭାବନୀୟ ଘଟଣା, କୀଟନାଶକ ପିଇ ଚାଲିଗଲା ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାରିବାରିକ କଳହରୁ ଅଭାବନୀୟ ଘଟଣା । କୀଟନାଶକ ପିଇ ଜୀବନ ହାରିଲେ ଜଗଲପାଟ ଗ୍ରାମର କୈଳାଶ ହାତୀ । ତାଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଖସିପଡ଼ିଥିବା ବେଳେ ତାଙ୍କ ସ୍ତ୍ରୀ ଅସହାୟ ହୋଇପଡ଼ିଛନ୍ତି । ଅନ୍ୟପଟେ, ପୁଅମାନେ ଅନ୍ୟ ରାଜ୍ୟରେ ଦାଦନ…
Read More...

ସଇଁତଲାରେ ସର୍ପାଘାତରେ ନାବାଳିକାଙ୍କ ମୃତ୍ୟୁ, ସାମାନ୍ୟ ଦଂଶନ ଭାବିବା ପଡ଼ିଲା ମହଙ୍ଗା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାପ କାମୁଡ଼ାକୁ ସାମାନ୍ୟ ଭାବିବା ହେଲା କାଳ । ସର୍ପାଘାତରେ ଚାଲିଗଲା ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ସଇଁତଲା ଅଞ୍ଚଳର ଝିଙ୍କିଡୁଙ୍ଗୁରି ଗ୍ରାମରେ ଘଟିଛି । ମୃତ ନାବାଳିକା ଜଣକ ହେଲେ ଅନିତା ବାଗ । ସୂଚନା ଅନୁସାରେ, ରାତି…
Read More...

କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଦାଦନ ଶ୍ରମିକଙ୍କ ମୃତ୍ୟୁ : ଶବ ନେବାରେ ସହଯୋଗ କଲେ ବିଧାୟକ ଲକ୍ଷ୍ମଣ ବାଗ

ଗୁରୁତର ଅସୁସ୍ଥ ହୋଇ ସୁରଟରୁ ଫେରୁଥିବା ବେଳେ ଟ୍ରେନରେ ମୃତ୍ୟୁ କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ କୀର୍ତ୍ତିପୁର ଗ୍ରାମର…
Read More...