Daily Archives

ମହାତ୍ମା ଗାନ୍ଧୀ ଏବଂ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆମ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର୍ ଶାସ୍ତ୍ରୀଜୀଙ୍କ ଜନ୍ମ ଜୟନ୍ତୀକୁ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ତଥା ଅଣରାଜନୈତିକ ସଂଗଠନ ଭଞ୍ଜସେନା ପାଳନ କରିବା…
Read More...

ମହାତ୍ମା ଗାନ୍ଧୀ ଜୟନ୍ତୀ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ

ସତ୍ୟ ଓ ଅହିଂସାର ଆଦର୍ଶକୁ ଦୈନନ୍ଦିନ ଜୀବନରେ ଅନୁପାଳନ ପାଇଁ ଆହ୍ୱାନ ବାରିପଦା, (ଦେବସ୍ମିତ ଚୌଧୁରୀ) : ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଦର୍ଶନ ଓ ନୀତି-ଆଦର୍ଶ ଉପରେ ଏକ…
Read More...

ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ ସହ ସର୍ବଧର୍ମ ପ୍ରାର୍ଥନା ସଭାବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ପୁରସ୍କୃତ ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ଗାନ୍ଧୀ ପାର୍କଠାରେ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ବାରିପଦା…
Read More...

ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଲକ୍ଷ୍ୟରେ ଗାନ୍ଧୀ ଜୟନ୍ତୀରୁ ୪୪ ଦିନିଆ ଅଭିଯାନ ଆରମ୍ଭ

ରଜାବସା ପଞ୍ଚାୟତରେ ସଚେତନତା ପଦଯାତ୍ରା ଓ ସଂକଳ୍ପ ସଭା ଅନୁଷ୍ଠିତ ବାରିପଦା, (ଦେବସ୍ମିତ ଚୌଧୁରୀ) : ଶିଶୁ ଶ୍ରମ ପ୍ରଥାର ନିରାକରଣ ତଥା ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷା, ସୁରକ୍ଷା ଓ ଅଧିକାର ସହିତ ଯୋଡ଼ିବା ଲକ୍ଷ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ଗାନ୍ଧୀ ଜୟନ୍ତୀ ଅବସରରେ ଶିଶୁ ଶ୍ରମମୁକ୍ତ…
Read More...

ସେବା ସଂକଳ୍ପ ଅଭିଯାନରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ପିଏମ୍-ରାହତ ଯୋଜନାରେ ପ୍ରଥମ ୭ ଦିନ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ବାରିପଦା, (ଦେବସ୍ମିତ ଚୌଧୁରୀ) : ସେବା ସଂକଳ୍ପ ଅଭିଯାନ ଅବସରରେ ବାରିପଦାସ୍ଥିତ ଅନନ୍ତ ସାରଳା ନର୍ସିଂ ସ୍କୁଲଠାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ତ୍ୱରିତ ଚିକିତ୍ସା…
Read More...

ବାରିପଦା ଟାଉନ କଂଗ୍ରେସ ଓ ମହିଳା କଂଗ୍ରେସ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ ଗାନ୍ଧୀ ପାର୍କ ଠାରେ ବାରିପଦା ଟାଉନ କଂଗ୍ରେସ ଓ ମହିଳା କଂଗ୍ରେସ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି । ଏହି ଅବସରରେ ବହୁ ବରିଷ୍ଠ ନେତା…
Read More...

ସୁବର୍ଣ୍ଣପୁରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଭୋର ୪ଟା ୩୦ ବେଳେ ଏକ ଯାନ ମାଧ୍ୟମରେ ସମଗ୍ର…
Read More...

ବଲାଙ୍ଗିରରେ ଛାତ୍ରୀଙ୍କ ବ୍ୟାଗ୍ ଛିନ୍ତାଇ ଘଟଣାର ପର୍ଦ୍ଦାଫାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଜଣେ ଛାତ୍ରୀଙ୍କ ଠାରୁ ବେଗ୍ ଛିନ୍ତାଇ ଘଟଣାର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ଟାଉନ୍ ପୋଲିସ । ଗତ ୩୦ ସେପ୍ଟେମ୍ବର ୨୦୨୬ ଦିନ ଜଣେ ଛାତ୍ରୀ କୋଚିଂ ସେଣ୍ଟରକୁ ଯାଉଥିବା ବେଳେ ଦୁଇଜଣ ଯୁବକ ବାଇକ୍‌‌ରେ ଆସି ତାଙ୍କ ଠାରୁ ସେମାନେ ବଳପୂର୍ବକ…
Read More...

ପରିବେଶକୁ ସ୍ୱଚ୍ଛ ରଖିବା ଓ ନିୟମିତ ରକ୍ତଦାନ କରିବା ସଂକଳ୍ପ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହିତ ସମାଜସେବା ଓ ପରିବେଶର ସୁରକ୍ଷା କରିବା ମଧ୍ୟ ଆମର ଗୁରୁଦାୟିତ୍ୱ ବୋଲି ଅଧିକାରୀମାନେ ମତ ପ୍ରକାଶ କରିଥିଲେ । ସ୍ୱଚ୍ଛ ପରିବେଶ ଏକ ସୁସ୍ଥ ଭାରତ ଗଠନର ମୂଳଦୁଆ ହୋଇଥିବାବେଳେ ରକ୍ତଦାନ ଦ୍ୱାରା ଅନେକ ଅମୂଲ୍ୟ ଜୀବନ ବଞ୍ଚାଇ…
Read More...

ନିଶା ମୁକ୍ତ ଓଡିଶା ଗଠନ୍ ପାଇଁ ଗାନ୍ଧୀ ଜୟନ୍ତୀରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀଭବନର ଗାନ୍ଧି ମୂର୍ତ୍ତୀ ସମ୍ମୁଖରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ବଲାଙ୍ଗିର ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଲଙ୍କ ନେତୃତ୍ୱରେ ନ୍ୟାୟ ବନ୍ଧୁ ଟ୍ରଷ୍ଟର ସଭାପତି ଡ. ଆଡ୍‌ଭୋକେଟ୍ ଅର୍ଜୁନ୍ ମୁଗ୍ରୀ ଓ ସରୋଜ କୁମାର…
Read More...