Monthly Archives

August 2026

ଝରଣୀପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରଣୀପାଲି ଗ୍ରାମ ପଞ୍ଚାୟତ ରାଜୀବ ଭବନ ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସୁନୀତା ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ
Read More...

ବଲାଙ୍ଗିର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଆଜି ପୁଇଁନ୍ତଲା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୁଣାଣି ଶିବିରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଉପସ୍ଥିତ ରହି ବିଭିନ୍ନ
Read More...

ବିଭିନ୍ନ ଦାବି ନେଇ ଭାରତୀୟ ମଜଦୁର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ…

ଶ୍ରମିକ ଏବଂ କର୍ମଚାରୀଙ୍କ ଦୀର୍ଘଦିନର ଦାବିଗୁଡ଼ିକୁ ସମାଧାନ କରାଯାଉ : ଭାରତୀୟ ମଜଦୁର ସଂଘ ରାଉରକେଲା, (ସସ୍ମିତା ପ୍ରଧାନ) : ବିଭିନ୍ନ ଦାବି ନେଇ ଆଜି ଭାରତୀୟ ମଜଦୁର ସଂଘ ପକ୍ଷରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ
Read More...

ସଚେତନ ନାଗରିକ ମଞ୍ଚର ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସମଗ୍ର ଦେଶ ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ରାଉରକେଲା ସଚେତନ ନାଗରିକ ମଞ୍ଚ, ତାର ଜଣେ ବରିଷ୍ଠ ତଥା ସ୍ୱାଭିମାନୀ ସଦସ୍ୟ ଚନ୍ଦ୍ରଶେଖର ଶତପଥୀଙ୍କ ସେକ୍ଟର ୨୦ ସ୍ଥିତ ବାସଭବନରେ ଏହି ଦିବସ ମର୍ଯ୍ୟାଦାର ସହ ପାଳନ କରିଛି । ଏହି କାର୍ଯ୍ୟକ୍ରମରେ
Read More...

ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍‌ ପାଇଁ ଓଡିଶା ଦଳ ଘୋଷଣା
ସେପ୍ଟେମ୍ବର ୩ ରୁ ୬ ପର୍ଯ୍ୟନ୍ତ ପୋଖରୀପୁଟ ଷ୍ଟାଡିୟମରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସେପ୍ଟେମ୍ବର ମାସ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍‌ ପାଇଁ ଓଡିଶା ଦଳ ଘୋଷଣା ହୋଇଯାଇଛି । ଏହି ଚୟନ ପ୍ରକ୍ରିୟା ଓଡିଶା ଷ୍ଟେଟ ବ୍ୟାଡମିଣ୍ଟନ ଏସୋସିଏସନ ଦ୍ୱାରା ପଞ୍ଜିକୃତ ଖେଳାଳିମାନେ ହାସଲ
Read More...

ଶ୍ରାବଣ ମାସର ତୃତୀୟ ସୋମବାରରେ ଟିଟିଲାଗଡ ଧବଳେଶ୍ୱର ମନ୍ଦିରରେ ପ୍ରବଳ ଭିଡ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି ଶ୍ରାବଣ ମାସର ତୃତୀୟ ସୋମବାର। ତେବେ କାଲି ରାତିରୁ ବହୁ ମାତ୍ରାରେ ବୋଲ ବମ କାଉଡ଼ିଆ ମାନେ ଜଳାଭିଷେକ କରିବା ପାଇଁ ଦୂର ଦୂରାନ୍ତରୁ ଆସିଥିଲେ। ସେହିପରି ଟିଟିଲାଗଡ ସହର ତଥା ଆଖପାଖ ଅଞ୍ଚଳରୁ ମଧ୍ୟ ବହୁତ ଭକ୍ତ ପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନ
Read More...

ଆର୍‌ଏସ୍‌ପି ଅଧିକାରୀଙ୍କ ସହ ଇସ୍ପାତ ସହରରେ ପ୍ରଭାବିତ ଅଞ୍ଚଳ ବୁଲିଲେ ବିଧାୟକ ଶ୍ରୀ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ ଏକ ସପ୍ତାହରୁ ଉର୍ଦ୍ଧ୍ଵ ସମୟ ଲାଗିରହିଥିବା ପ୍ରବଳ ବର୍ଷାରେ ଇସ୍ପାତ ସହରାଞ୍ଚଳରେ ଥିବା ସମସ୍ତ ବାସଗୃହ ଏବଂ ବସ୍ତି ଅଞ୍ଚଳରେ ବର୍ଷା ଜଳ ପଶିଯିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପରିସ୍ଥିତି ଏପରି ହୋଇଥିଲା କି ଯେ,
Read More...

୮୦ ତମ ସ୍ୱାଧୀନତା ଦିବସ ପାଳିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କପିଲାଭଟା ଗାଁରେ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ୮୦ ତମ ସ୍ୱାଧୀନତା ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟର
Read More...

ଟିଟିଲାଗଡ ଅଗ୍ରୱାଲ ସେବା ସମିତି ପକ୍ଷରୁ କାଉଡିଆଙ୍କୁ ରହିବା ବ୍ୟବସ୍ଥା ସହ ଅର୍ଣ୍ଣ ପ୍ରସାଦ ବଣ୍ଟନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଶ୍ରାବଣ ମାସରେ ହଜାର ହଜାର ସଂଖ୍ୟାରେ ବୋଲବମ୍‌ କାଉଡ଼ିଆମାନେ ଟିଟିଲାଗଡ ଧବଳେଶ୍ୱର ମନ୍ଦିରକୁ ଜଳ ଢାଳିବା ପାଇଁ ଟିଟିଲାଗଡକୁ ଆସିଥାନ୍ତି । ତେବେ ଏହି ସମୟରେ ସେମାନଙ୍କୁ ଦୀର୍ଘ ୨୯ ବର୍ଷ ଟିଟିଲାଗଡ ଅଗ୍ରୱାଲ ସେବା ସମିତି ପକ୍ଷରୁ ମହାବୀର
Read More...

କଦମପଡ଼ା ଶିଶୁ ମନ୍ଦିରରେ ‘ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା’ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଦମପଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ‘ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା’ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ କଦମପଡ଼ା ସଙ୍କୁଳ ଅଧୀନରେ ଥିବା ଆଠଟି ଶିଶୁ ମନ୍ଦିର ଚୁଡ଼ାପାଲି, ଭୁତିଆରବାହାଲ,
Read More...