Monthly Archives

August 2026

କବିତା ସଙ୍କଳନ “ନୀଳବୀଚି-୨୦୨୬” ଉନ୍ମୋଚିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୮୦ ତମ ସ୍ୱାଧୀନତା ଦିବସ ଅବସରରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଉଗଡ଼ ସମ୍ମିଳନୀ ଗୃହରେ ସ୍ୱାଧୀନ ଚିନ୍ତନ୍ ବହୁଭାଷୀ କବିତା ପାଠୋତ୍ସବ ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ସମାହିତ
Read More...

୨୦୦ରୁ ଅଧିକ ଗିରଫ; ସ୍ୱାଧୀନତା ଦିବସ ପୂର୍ବରୁ ଆଇଏସଆଇI-ସମର୍ଥିତ ‘ଶହଜାଦ ଭଟ୍ଟି ନେଟୱର୍କ’ ଧ୍ୱଂସ

ସୀମାପାର ଆତଙ୍କବାଦ ପ୍ରତି ‘ଶୂନ ସହନଶୀଳତା’ ନୀତି; ଅଗଷ୍ଟ ୧୨ରେ ୧୪ଟି ରାଜ୍ୟରୁ ୨୫୩ ଜଣ ଅଟକଶହଜାଦ ଭଟ୍ଟି ନେଟୱର୍କ ବିରୋଧରେ ୮୦ରୁ ଅଧିକ ଏଫ୍ଆଇଆର୍, ୨୦୦ରୁ ଅଧିକ ଗିରଫ ନୂଆଦିଲ୍ଲୀ, (ପିଆଇବି) : ସ୍ୱାଧୀନତା ଦିବସ ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଆଇଏସଆଇ ସମର୍ଥିତ ଆତଙ୍କବାଦୀ
Read More...

ନୃସିଂହନାଥ କପିଳଧାରରୁ ମହିଳାଙ୍କୁ ଉଦ୍ଧାର କଲେ ଦମକଳ କର୍ମଚାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପର୍ବତରେ ଥିବା କପିଳଧାର ଜଳପ୍ରପାତ ନିକଟରୁ ଜଣେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ପାଇକମାଲ ଦମକଳ ବାହିନୀ । ଉଦ୍ଧାର ହୋଇଥିବା ମହିଳା ହେଲେ ଛତିଶଗଡ଼ର ୫୪ ବର୍ଷୀୟ ଚନ୍ଦ୍ରକାନ୍ତି ସିଦାର । ସୂଚନା ଅନୁସାରେ, ଛତିଶଗଡ଼ର
Read More...

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଗ୍ରାମ୍ୟ ଉନ୍ନୟନ ଅଧିକାରୀ ସୌମ୍ୟ ରଂଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ନାଗ
Read More...

ଆଞ୍ଚଳିକ ବିକାଶ ପାଣ୍ଠି ଦାବୀ କରି ବାନେର ଗ୍ରୀଡ ସମ୍ମୁଖରେ ଅନଶନ

ଜୟପାଟଣା, (ଶେଷଦେବ ବେହେରା) : ବିଭିନ୍ନ ବିକାଶ ପାଇଁ ଅନୁଦାନ ଦାବି କରି ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଓପିଟିସିଏଲ୍ ସମ୍ମୁଖରେ ସମ୍ପୃକ୍ତ ଗ୍ରାମର ଚିନ୍ତାମଣି କୁମାର ଦିନ ୧୦ଟାରୁ ଅନଶନରେ ବସିଥିବା ସୁଚନା ମିଳିଛି । ବାନେର ଗ୍ରାମର ପ୍ରାୟ ୨୫ଏକର ଗୋଚର ଜମିରେ ଓପିଟିସିଏଲ୍‌କୁ
Read More...

ଓଡ଼ିଶା ଭିଜିଲାନ୍ସ ହାତରେ ତୁଷୁରା ପେକ୍ସର ପୂର୍ବତନ ସମ୍ପାଦକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ତୁଷୁରା ପ୍ରାଥମିକ କୃଷି ସମବାୟ ସମିତି, ଅର୍ଥାତ୍ ପେକ୍ସର ପୂର୍ବତନ ସମ୍ପାଦକ ସନୋଜ କୁମାର ମିଶ୍ରଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ସରକାରୀ ଧାନ କ୍ରୟ ଅର୍ଥରେ ୪୨ ଲକ୍ଷ ୩୧ ହଜାର ୬୦୮ ଟଙ୍କାର
Read More...

ଜମିମାପକୁ ନେଇ ଦୁଇ ପରିବାର ମୁହାଁମୁହିଁ : ମରଣାତ୍ମକ ଆକ୍ରମଣରେ ୩ ଗୁରୁତର

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଧାତୁକ ଗ୍ରାମରେ ଜମିମାପକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚି ଗଣ୍ଡଗୋଳର ରୂପ ନେଇଛି । ଏହି ସଂଘର୍ଷରେ ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ କରିବାରୁ ୩ ଜଣ ଗୁରୁତର ଆହତ ହୋଇଥିବା
Read More...

‘ବନ୍ଦେ ମାତରମ୍’କୁ ନେଇ ବଲାଙ୍ଗିରରେ ପ୍ରତିବାଦ : କୁଶପୁତ୍ତଳିକା ଦାହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘ବନ୍ଦେ ମାତରମ୍’ ଗୀତକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ବିରୋଧରେ ଅସମ୍ମାନ ଓ ଅବମାନନାର ଅଭିଯୋଗ ଆଣି ରାଜ୍ୟବ୍ୟାପୀ ପ୍ରତିବାଦ କରାଯାଉଛି । ଏହି କ୍ରମରେ ବଲାଙ୍ଗିରରେ ମଧ୍ୟ ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
Read More...

ଥିପାଖୋଲରେ ମର୍ମନ୍ତୁଦ ଦୁର୍ଘଟଣା : ପାଣିରେ ବୁଡ଼ି ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଧୀନସ୍ଥ ଥିପାଖୋଲ ପର୍ଯ୍ୟଟନସ୍ଥଳୀରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ବୁଲିବାକୁ ଆସିଥିବା ଜଣେ ଯୁବକ ପାଣିରେ ବୁଡ଼ି ନିଖୋଜ ହେବାର ପ୍ରାୟ ୧୮ ଘଣ୍ଟା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ମୃତ ଯୁବକ
Read More...

ବଙ୍ଗୋମୁଣ୍ଡାରେ ବ୍ଲକସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳ ପଡ଼ିଆରେ ବ୍ଲକସ୍ତରୀୟ ୮୦ତମ ସ୍ଵାଧୀନତା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି । ଏଥିରେ ବଙ୍ଗୋମୁଣ୍ଡା ବିଡ଼ିଓ ନିତୁଶ୍ରୀ ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା
Read More...