Monthly Archives

August 2026

କେରାଣ୍ଡିତଳା ନାରାୟଣପୁର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ସ୍ୱାଧୀନତା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତଳା ନାରାୟଣପୁର, ବରିଷ୍ଠ ନାଗରିକ ମଞ୍ଚ ତରଫରୁ ୮୦ ତମ ସ୍ଵାଧୀନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଗ୍ରାମ ମଧ୍ୟସ୍ଥ ମଞ୍ଚର କାର୍ଯ୍ୟାଳୟ ସମ୍ମଖରେ ମଞ୍ଚର ସଭାପତି ନରହରି ପ୍ରଧାନ ଓ ଅବସର
Read More...

ଗୃହସ୍ଥୀ ଉଦ୍ୟୋଗରେ ହର୍ଷୋଲ୍ଲାସର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୧୫ ଅଗଷ୍ଟ ଦିନ ସକାଳ ୮ଟା ୩୦ ମିନିଟ୍ ସମୟରେ ଓଡ଼ିଶାର ପ୍ରସିଦ୍ଧ ମସଲା କମ୍ପାନୀ ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍‌ର କାରଖାନା ପରିସରରେ ୮୦ତମ ସ୍ୱାଧୀନତା ଦିବସ ମହା ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଇଥିଲା । ଗୃହସ୍ଥୀ ଉଦ୍ୟୋଗ ନିଜର ଗୁଣବତ୍ତା
Read More...

ଗଣ୍ତାବାହାଲିଠାରେ ନୂଆଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି ବୈଠକ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କଳା ସଂସ୍କୃତି ଏବଂ ଐତିହ୍ୟର ମାଟି ଗଣ୍ତାବାହାଲିଠାରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ଏକ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଗ୍ରାମ୍ୟର ବରିଷ୍ଠ
Read More...

ସିଆଇଟିୟୁ ଓ ସିପିଆଇଏମ୍ ପକ୍ଷରୁ ୮୦ ତମ ସ୍ୱାଧିନତା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସିପିଆଇଏମ୍ ଓ ସିଆଇଟିୟୁ, ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଦେଶର ୮୦ତମ ସ୍ୱାଧିନତା ଦିବସ ଓ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଶକ୍ତିନଗର ସ୍ଥିତ ସିପିଆଇଏମ୍, ସୁନ୍ଦରଗଡ଼ ଜିଲ୍ଲା କମିଟି
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମହିଳା କଲେଜ ପରିସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଶାଖା ପକ୍ଷରୁ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ଓ ପ୍ରତିଭା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସଭାରେ ଡ. ଭବାନୀ ଶଙ୍କର ପଟେଲ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମ
Read More...

ରାଜସ୍ଥାନର ୧୫ଟି ଜିଲ୍ଲାରେ ₹୫,୭୫୫ କୋଟିର ୯୪୪ଟି ବିକାଶ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ଗୃହମନ୍ତ୍ରୀ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ୨୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଗୃହମନ୍ତ୍ରୀସ୍ୱାଧୀନତାର ୮୦ ବର୍ଷରେ ପ୍ରଥମ ଥର ଲାଲକିଲ୍ଲାରୁ ଗୁଞ୍ଜିଲା ‘ବନ୍ଦେ ମାତରମ୍’ଭୋଟ୍ ବ୍ୟାଙ୍କ ରାଜନୀତିରେ ଅବହେଳିତ ‘ବନ୍ଦେ ମାତରମ୍’କୁ ୧୫୦ତମ ବର୍ଷରେ
Read More...

କଦମପଡ଼ା ଶିଶୁ ମନ୍ଦିରରେ ‘ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା’ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଦମପଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ‘ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା’ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ କଦମପଡ଼ା ସଙ୍କୁଳ ଅଧୀନରେ ଥିବା ଆଠଟି ଶିଶୁ ମନ୍ଦିର ଚୁଡ଼ାପାଲି, ଭୁତିଆରବାହାଲ,
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ ୮୦ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ସବୁଠାରେ ୮୦ତମ ସ୍ଵାଧୀନତା ଦିବସ ମହାସମାରୋହର ସହ ପାଳିତ ହୋଇଯାଇଛି । ନିଜ ନିଜର କାର୍ଯ୍ୟାଳୟରେ ଏହି ଦିବସକୁ ପାଳନ କରିବା ପରେ
Read More...

ସ୍ୱାଧୀନତା ସଂଗ୍ରାମୀ କୃତିବାସ ପୁଝାରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଜୟପାଟଣା, (ଶେଷଦେବ ବେହେରା) : ଦେଶ ସ୍ୱାଧୀନ ହେବାର ପଚିଶ ବର୍ଷ ପୂର୍ବରୁ ଏକ ନିଛକ ପଲ୍ଲୀରେ ଜନ୍ମ ଗ୍ରହଣ ନେଇ ସମସ୍ତ ଭୌଗୋଳିକ ପରିସ୍ଥିତିକୁ ନିଜର ନିଷ୍ଠା ଓ ଏକାଗ୍ରତା ବଳରେ ଜୟ କରି ଉଚ୍ଚଶିକ୍ଷା ଲାଭ ସହିତ ସ୍ଵାଧୀନତା ସଂଗ୍ରାମରେ ନିଜକୁ ସମର୍ପିତ କରି ନିଜର ପରିଚୟକୁ ଶାଣିତ କରିଥିବା
Read More...

ଟିଟିଲାଗଡ ବଣିକ ସଂଘ କାର୍ଯ୍ୟାଳୟରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସାରା ଦେଶରେ ଉତ୍ସାହ ଓ ଉଦ୍ଦୀପନାର ସହ ସ୍ୱାଧୀନତା ଦିବସ ପାଳିତ ହେଉଥିବା ବେଳେ ଟିଟିଲାଗଡ ସହରର ଅଗ୍ରଣୀ ବ୍ୟବସାୟିକ ସଂଗଠନ ଟିଟିଲାଗଡ ବଣିକ ସଂଘ ପକ୍ଷରୁ ମଧ୍ୟ ଧୁମଧାମରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ବଣିକ ସଂଘ କାର୍ଯ୍ୟାଳୟ ପରିସରରେ ସଂଘର
Read More...