ହିଆଲ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ ଆଞ୍ଚଳିକ କେନ୍ଦ୍ରର ଷୋହଳଗୋଟି ବିଦ୍ୟାଳୟରେ ଅଶୀତମ ସ୍ୱାଧୀନତା ଦିବସ ମହାଡମ୍ବରରେ ପାଳିତ ହୋଇଥିଲା । ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟ ଅତିଥି!-->…
Read More...
Read More...