Yearly Archives

2025

ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶର ବିକାଶକୁ ତ୍ୱରାନ୍ୱିତ କରିବ ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର

● ଅପହଞ୍ଚ କ୍ଷେତ୍ରର ବିକାଶ ସହିତ ଜୀବନ ଜୀବିକାରେ ଉନ୍ନତି ଆଣିବ ନୂଆ ରାଜପଥ ପ୍ରକଳ୍ପ● 16,482 କୋଟି ଟଙ୍କା ବ୍ୟୟବରାଦ ସହିତ ନିର୍ମାଣାଧୀନ କରିଡର କାମ ଡିସେମ୍ବର 2026 ସୁଦ୍ଧା ଶେଷ ହେବ● ଦୂରତା ପ୍ରାୟ 132 କିଲୋମିଟର ହ୍ରାସ ପାଇବ ଏବଂ ସମୟ ପ୍ରାୟ ସାତ ଘଣ୍ଟା ସଞ୍ଚୟ ହେବ
Read More...

ତକ୍ଷଶିଳା ଗୁରୁକୁଳର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଚିମନିଭାଟି ସ୍ଥିତ ତକ୍ଷଶିଳା ଗୁରୁକୁଳ ସ୍କୁଲ ପଡିଆରେ ବାର୍ଷିକ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରକାରୀ ଅଧିବକ୍ତା ସଂଜୟ ପ୍ରଧାନ ଓ ଅନ୍ତର୍ଜାତୀକ କରାଟେ ସ୍ୱର୍ଣ୍ଣ ପଦକ ବିଜେତା କୋଚ ତଥା ଯୁବ ସମାଜ ସେବୀ ଅସୀମ କୁମାର
Read More...

ସ୍ନାତକ ‘ବନ୍ଧୁ ମିଳନ’ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଡି.ଏ.ଭି (ସ୍ୱୟଂଶାସିତ) ମହାବିଦ୍ୟାଳୟ, ଟିଟିଲାଗଡ଼ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପୂର୍ବତନ ସ୍ନାତକ ଛାତ୍ରମାନଙ୍କ ଦ୍ୱାରା 'ବନ୍ଧୁ ମିଳନ' କାର୍ଯ୍ୟକ୍ରମ ଝାରଦେବନ୍ଧ, ଟିଟିଲାଗଡ଼ଠାରେ ଆୟୋଜିତ ହୋଇଯାଇଛି । ଏଥିରେ
Read More...

ମଦନପୁର ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

-ସ୍ୱତନ୍ତ୍ର ଖେଳ ପଡିଆ ପାଇଁ ଦାବି ମ.ରାମପୁର, (ପିକେସାହୁ) : ମ.ରାମପୁର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ, ମଦନପୁରର ବାର୍ଷିକ କ୍ରୀଡା ୨୦୨୫-୨୬ ଉଦଯାପିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ଏସ୍.ଏସ୍.ଡି ହାଇସ୍କୁଲ ପ୍ରଧାନ
Read More...

ସିଆଇଟିୟୁ ସୁନ୍ଦରଗଡ଼ ଜିଲ୍ଲା ୭ମ ସାଂଗଠନିକ ସମ୍ମିଳନୀ ଅନୁଷ୍ଠିତ

ମୋଦି ସରକାରଙ୍କ ନୂତନ ଶ୍ରମ କୋର୍ଡ ଶ୍ରମିକ ଶ୍ରେଣୀକୁ ଗୋଲାମୀ ମଧ୍ୟକୁ ଠେଲିଦେବ - ବିଷ୍ଣୁ ମହାନ୍ତି ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ଟ୍ରେଡ ୟୁନିୟନ କେନ୍ଦ୍ର (ସିଆଇଟିୟୁ)ର ୭ମ ସୁନ୍ଦରଗଡ଼ ଜିଲ୍ଲା ସାଂଗଠନିକ ସମ୍ମିଳନୀ ସ୍ଥାନୀୟ ଶ୍ରମିକ ଭବନ ସେକ୍ଟର -୧୬ ଠାରେ ଅନୁଷ୍ଠିତ
Read More...

ଛତ୍ରପୁର ସହରାଞ୍ଚଳର ସାମଗ୍ରିକ ବିକାଶ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ସାମଗ୍ରିକ ବିକାଶ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପୂର୍ବକ ବରିଷ୍ଠ ନାଗରିକ ନେତ୍ତୃବର୍ଗ ତିନୋଟି ଦଫା ସମ୍ବଳିତ ବିଷୟ ଉପରେ ଆପୋଷ ଆଲୋଚନା କରିଛନ୍ତି । ଛତ୍ରପୁରର ବରିଷ୍ଠ ନାଗରିକ ତଥା ପୂର୍ବତନ
Read More...

ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ରବିବାର ଦିବା ୧୦ ଘଟିକା ସମୟରେ ବଣିବକ୍ରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଗ୍ରାମ୍ୟ ରମ୍ୟର ସମ୍ପାଦିକା ଲକ୍ଷ୍ମୀ ପ୍ରିୟା ଦାଶଙ୍କ ଆୟୋଜନରେ ପଞ୍ଚମ ବାର୍ଷିକ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା
Read More...

ତହଁକ କୁଟୁମ୍‌ର ଭାବର ଭେଟ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାବରେ ମଣିଷ ବନ୍ଧା । ଭାବ ହିଁ ମଣିଷ ଭିତରେ ନିବିଡ ସମ୍ପର୍କ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବଲାଙ୍ଗିର ପଥରଚେପା ପଞ୍ଚବଟୀ ଉଦ୍ୟାନରେ ତହଁକ ସାହିତ୍ୟ କୁଟୁମର ଭାବର ଭେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହିତ୍ୟିକ ଓ ସାମ୍ବାଦିକ
Read More...

ମୁରିବାହାଲ ସପ୍ତମ ବର୍ଷ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ବରଣ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଆସନ୍ତା ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ସପ୍ତମ ବର୍ଷ ବିରାଟ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରବିବାର ଆୟୋଜକ ମହୋତ୍ସବ
Read More...

“ନିଶା ମୁକ୍ତ ଭାରତ ଅଭିଯାନ” ଅନ୍ତର୍ଗତ ରାଉରକେଲାରେ ଐତିହାସିକ ଯୁବ ଜନ-ଜାଗରୁକତା ରାଲିର ଭବ୍ୟ ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ବ୍ରହ୍ମାକୁମାରୀ ରାଉରକେଲା ତତ୍ତ୍ୱାବଧାନରେ ଦେଶବ୍ୟାପୀ “ନିଶା ମୁକ୍ତ ଭାରତ ଅଭିଯାନ” ଅନ୍ତର୍ଗତ ଆଜି ରାଉରକେଲା ଷ୍ଟିଲ୍ ସିଟିରେ ଏକ ଐତିହାସିକ ଓ ପ୍ରେରଣାଦାୟକ ଯୁବ ଜନ-ଜାଗରୁକତା ରାଲି ଭବ୍ୟ ଭାବରେ ଆୟୋଜିତ ହୋଇଥିଲା । ଏହି ବିଶାଳ ରାଲି ସକାଳ ୮ଟା ୩୦
Read More...