Yearly Archives

2025

ମାନବ ଅଧିକାର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ୧୦ ଡିସେମ୍ବରରେ "ମାନବ ଅଧିକାର ଦିବସ" ପାଳନ କରାଯାଏ । ଏହା ୧୯୪୮ ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ମାନବିକ ଅଧିକାରର ସାର୍ବଜନୀନ ଘୋଷଣାନାମା ଗ୍ରହଣ କରିଥିଲା । ମାନବ ଅଧିକାର ଦିବସର ଆନୁଷ୍ଠାନିକ ଆରମ୍ଭ ୧୯୫୦ ମସିହାରୁ
Read More...

ଶିକ୍ଷାବିତ୍ ନାରାୟଣ ବେହେରାଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ସମଗ୍ର କଳାହାଣ୍ଡି ଜିଲ୍ଲାରେ ନିଜର ପ୍ରତିଭାର ଛାପ ଛାଡ଼ିଥିବା ଜୟପାଟଣା ସହରର ସୁପରିଚିତ ଶିକ୍ଷାବିତ୍ ନାରାୟଣ ପ୍ରସାଦ ବେହେରାଙ୍କ ୮୨ ବର୍ଷ ବୟସରେ ନିଜସ୍ଵ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଶତାଧିକ ଶୁଭେଚ୍ଛୁ, କୁଟୁମ୍ବ,
Read More...

ବନ୍ଦଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ । ବନ୍ଦଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବଲାଙ୍ଗିର ଜିଲ୍ଲା ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣକ ପପୁ କାନ୍ତ ରଣା (୩୧) ସୁନ୍ଦରଗଡ଼
Read More...

ତରଭା ନାଗରିକ କମିଟି ସଭାପତିଙ୍କ ପତ୍ନୀ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାବିତ ତଥା ତରଭା ନାଗରିକ କମିଟିର ସଭାପତି ହରିବନ୍ଧୁ ପାଣିଗ୍ରାହୀଙ୍କ ପତ୍ନୀ ଲିଲି ପାଣିଗ୍ରାହୀ(୭୮)ଙ୍କ ଶନିବାର ସଂଧ୍ୟାରେ ପରଲୋକ ଘଟିଛି । ସେ ବଲାଙ୍ଗିର ସାମ୍ବାଦିକ ଗୌରବ ଶିବ ପ୍ରସାଦ ପାଣ୍ଡିଆଙ୍କ ମଧ୍ୟମ ଝିଅ ଅଟନ୍ତି । ଗତ କିଛି କିଛିଦିନ ତଳେ ସେ
Read More...

୨୦୨୩-୨୪ ପାଇଁ ଶିଳ୍ପ ଗୁରୁ ଏବଂ ଜାତୀୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

୪୮ ଜଣ ଶିଳ୍ପକାର ଏବଂ ଡିଜାଇନର ସମ୍ମାନିତ; ବିଜେତାଙ୍କ ମଧ୍ୟରେ ୨୦ ଜଣ ମହିଳା କାରିଗର ନୂଆଦିଲ୍ଲୀ, (ପିଆଇବି): ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ୨୦୨୩ ଏବଂ ୨୦୨୪ ପାଇଁ ଶିଳ୍ପ ଗୁରୁ ପୁରସ୍କାର ଏବଂ ଜାତୀୟ
Read More...

ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଳକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ କୁମାର ସାହୁଙ୍କ
Read More...

ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ ଓ ସାଇବର୍ କ୍ରାଇମ୍ ସଚେତନତା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବୀରମହାରାଜପୁର ବ୍ଲକ ଖଣ୍ଡହତାର ସାପ୍ତାହିକ ବଜାର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମାନଙ୍କର ପରିଚୟ ପତ୍ର ବଣ୍ଟନ ତଥା ସାଇବର୍ କ୍ରାଇମ୍ ଉପରେ ଏକ ସଚେତନତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉପସଭାପତି କେଶବ ପଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ
Read More...

ସିସିଟିଭି ସର୍ଭେଲାନ୍ସରେ ହେବ ଗୃହରକ୍ଷୀ ଶାରୀରିକ ପରୀକ୍ଷା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆସନ୍ତା ୧୬ ତାରିଖରୁ ସୁବର୍ଣ୍ଣପୁର ରାମେଶ୍ୱର ଷ୍ଟାଡିୟମ୍ ଠାରେ ଆରମ୍ଭ ହେବ ଗୃହରକ୍ଷୀ ଶାରୀରିକ ପରୀକ୍ଷା । ଏଥି ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଏଥିପାଇଁ ସର୍ବ ମୋଟ ୪୭୯୮ ଜଣ ଆବେଦନକାରୀଙ୍କ ମଧ୍ୟରୁ ୩୨୪୮ ଜଣ
Read More...

ପୁଣି ହାତୀ ଆତଙ୍କ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅଧୀନ ବଡ଼ବାଙ୍କି ପଂଚାୟତର ଜାମକି ଗାଁରେ ହାତୀ ଆତଙ୍କ ପୁନର୍ବାର ଦେଖାଦେଇଛି । ୮. ୧୨.୨୦୨୫ ରାତିରେ ଗାଁ ଭିତରକୁ ପ୍ରବେଶ କରିଥିବା ହାତୀ ଗୋଟିଏ ବଳଦକୁ ମାରିଦେଇଥିବା ସୂଚନା ମିଳିଛି । ଗାଁ ଘରେ ପଶି ଧାନ, କପା ଖାଇ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଖୋଲିଲା ଧାନମଣ୍ଡି

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପୂର୍ବ ଧାର୍ଯ୍ୟ ଅନୁଯାୟୀ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ଖୋଲିଛି ମଣ୍ଡି । ବିନିକା ପଞ୍ଚାୟତ ସମିତି ଅନ୍ତର୍ଗତ ସିଲାଟି ଗ୍ରାମ ପଞ୍ଚାୟତର ସିଲାଟି ପ୍ରାଥମିକ ସେବା ସମବାୟ ସମିତି ଠାରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ
Read More...