ସାନବାଙ୍କିରେ ଦନ୍ତାହାତୀର ଆକ୍ରମଣ : ଘରୁ ଟାଣି ନେଇ ମହିଳାଙ୍କୁ ଦଳି ମାରିଦେଲା ହାତୀ
ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବଡ଼ବାଙ୍କି ପଂଚାୟତ ଅଧୀନ ସାନବାଙ୍କି ଗାଁରେ ଦନ୍ତାହାତୀ ଆତଙ୍କ । ପୁଣିଥରେ ଜୀବନ ନେଲା ହାତୀ । ବୁଧବାର ରାତିରେ ଜଣେ ମହିଳା ମନ୍ଦାର ପଟେଲଙ୍କୁ ଘରୁ ବାହାର କରି ହାତୀ ଦଳି ମାରିଦେଇଥିବା ଖବର ମିଳିଛି । ସ୍ୱାମୀ!-->…
Read More...
Read More...