Yearly Archives

2025

ରାଜମିସ୍ତ୍ରୀ ସଚେତନତା ସମ୍ମିଳନୀ ଅନୁଷ୍ଠିତ

ତୁରେକେଲା, (ପିତାମ୍ବର ଦୀପ) : ରବିବାର ଦିନ ସକାଳ ୧୦:୦୦ ଘଣ୍ଟା ସମୟରେ ଡେବିରିମୁଣ୍ଡା ଗ୍ରାମ ଆମ୍ବ ବଗିଚାଠାରେ ହଳନଭଟା ଗ୍ରାମପଞ୍ଚାୟତ ସ୍ତରୀୟ ବିଶ୍ୱହରି ରାଜମିସ୍ତ୍ରୀ ସଂଘ ତରଫରୁ ରାଜମିସ୍ତ୍ରୀ ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ସଂଘର ସଭାପତି କୁଶ ଶବର…
Read More...

ଭାରତ ବିକାଶ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ତରଫରୁ ମହିଳା ସହ ଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପଶ୍ଚିମ ଓଡ଼ିଶା ପ୍ରାନ୍ତ ଉପସଭାପତି ଛାୟା କାନ୍ତ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାଠାରେ ଭାରତ ବିକାଶ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ତରଫରୁ ମହିଳା ସହ ଭାଗିତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି…
Read More...

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି ବାର୍ଷିକୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜଣେ ଥିଲେ ସ୍ୱାଧୀନତା ପରେ ଭାରତକୁ ଏକତ୍ର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭାରତୀୟ ରାଜନେତା, ସ୍ୱାଧୀନତା ସଂଗ୍ରାମୀ ଏବଂ ବାରିଷ୍ଟର । ସ୍ୱାଧୀନତା ସଂଗ୍ରାମରେ ଯୋଗଦେବା ପାଇଁ ପଟେଲ ତାଙ୍କ ରୋଜଗାର କ୍ୟାରିୟର…
Read More...

ନଟରାଜ କଳା ପରିଷଦ ବଲାଙ୍ଗିରର ନାଟକ ମହୋତ୍ସବ ୨୦୨୫ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଳ କଳା ମଣ୍ଡଳ ବଲାଙ୍ଗିର ଠାରେ ନଟରାଜ କଳା ପରିଷଦ ବଲାଙ୍ଗିରର ନାଟକ ମହୋତ୍ସବ ୨୦୨୫ ର ଉଦ୍‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସୋନପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଥିଲେ ବରିଷ୍ଠ ସାମ୍ବାଦିକ ମନରଂଜନ ଯୋଷୀ ଓ…
Read More...

ପିପି ଏକାଡେମୀ ୧୯୯୩ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

"ତିନି ଦଶକ ପରେ ମଧ୍ୟ ସେଇ ମଜା, ସେଇ ବନ୍ଧୁତ୍ୱ" ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ତିନି ଦଶକ ପରେ ପିପି ଏକାଡେମୀର ୧୯୯୩ ମ୍ୟାଟ୍ରିକ ବ୍ୟାଚ୍‌ର ଛାତ୍ରମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲା ସହିତ ଦେଶର ଅନ୍ୟାନ୍ୟ ସ୍ଥାନରୁ…
Read More...

ମହାଶିବରାତ୍ରିରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସେବାକାର୍ଯ୍ୟ କରିବେ ଶତାଧିକ ସ୍ୱେଚ୍ଛାସେବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଭିନ୍ନ ଯାନିଯାତ୍ରା, ପର୍ବପର୍ବାଣୀ ଯଥା ରଥଯାତ୍ରା, ତାରାତାରିଣୀଙ୍କର ଚୈତ୍ରପର୍ବ ଯାତ୍ରା ଆଦିରେ ମାନବଙ୍କୁ ଶୃଙ୍ଖଳିତ ପଥରେ ଲୋକଙ୍କର ଦିଅଁ ଦର୍ଶନ ମିଳିବା ଆବଶ୍ୟକ । ଏଥିପାଇଁ ସେବା କରି ପ୍ରଶାସନ ତଥା ସାଧାରଣ ଜନତାଙ୍କର ପ୍ରିୟପାତ୍ର…
Read More...

ଏନ୍‌ଏସ୍ଏସ୍ ପକ୍ଷରୁ ନୂତନ ସ୍ୱେଚ୍ଛାସେବୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ମହାବିଦ୍ୟାଳୟ ଠାରେ ସୋନପୁର ଜାତୀୟ ସେବା ଯୋଜନା ଯୁଗ୍ମ ଶାଖା ଆନୁକୂଲ୍ୟରେ ନୂତନ ସ୍ୱେଚ୍ଛାସେବୀ ମାନଙ୍କର ଏକ ପ୍ରବେଶ ତଥା ଅଭିମୁଖୀକରଣ ଉତ୍ସବ ଅଧ୍ୟକ୍ଷ ରାଧାକାନ୍ତ ନାଏକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର…
Read More...

ଟିଟିଲାଗଡ଼ ବହି ହାଟ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ପୁସ୍ତକ ମେଳା ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ପଞ୍ଚମ ବର୍ଷରେ ପଦାର୍ପଣ କରିଛି ଟିଟିଲାଗଡ଼ ବହି ହାଟ । ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ଥିବା ମିଶନ ଶକ୍ତି ବଜାର ପ୍ରାଙ୍ଗଣ ଆରମ୍ଭ ୧୨.୧୨.୨୦୨୫ରୁ ଆରମ୍ଭ ହୋଇ ବହି ହାଟ ଆସନ୍ତା ୨୦…
Read More...

ଇସ୍ପାତ୍ ସାହିତ୍ୟରେ ପୁସ୍ତକ ଲୋକାର୍ପଣ ଉତ୍ସବ

ରାଉଲକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକଦ୍ଭଲ୍ୟରେ ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ସଭାପତିତ୍ୱରେ ପୁସ୍ତକ ଲୋକାର୍ପଣ ଓ ସମୀକ୍ଷା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତୀ ଦୀପ୍ତି ମହାନ୍ତିଙ୍କ ଗଳ୍ପ ସଙ୍କଳନ…
Read More...

ରାମଚଣ୍ଡୀ ପୀଠରେ ୟୁଟ୍ୟୁବର୍ ଓ ବୈଦ୍ୟୁତିକ ଗଣମାଧ୍ୟମ ବ୍ୟକ୍ତିତ୍ଵଙ୍କ ଭବ୍ୟ ସମାବେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୭ କିମି ଦୂରରେ ନିଳାଦ୍ରୀପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିନ୍ଧ୍ୟବାସିନୀ ମା' ରାମଚଣ୍ଡୀ ଦେବୀ ବିଦ୍ୟମାନ । ପୂଣ୍ୟତ୍ତୋୟା ଋଷିକୂଲ୍ୟା ନଦୀର କୁଳୁକୁଳୁତାନର ପ୍ରାକୃତିକ ଶୋଭା…
Read More...