Yearly Archives

2025

ଜିଲ୍ଲାର ସମସ୍ତ ଧାନମଣ୍ଡି ଖୋଲିବା ଦାବିରେ ଏସୟୁସିଆଇ(ସି)ର ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ ଖରିଫ ଧାନକିଣା ଚରମ ଅବ୍ୟବସ୍ଥା ଘେରରେ ରହିଛି । ଚଳିତ ବର୍ଷ ଜିଲ୍ଲାରେ ସମସ୍ତ ପ୍ୟାକ୍ସରେ ଏପର୍ଯ୍ୟନ୍ତ ଧାନମଣ୍ଡି ଖୋଲା ଯାଇ ପାରିନାହିଁ । ଫଳରେ ଚାଷୀମାନେ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି । ଧାନକିଣାରେ ବିଳମ୍ବ ଯୋଗୁଁ ଚାଷୀମାନେ ଟୋକାନ
Read More...

ବିଦ୍ୟା ଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଦ୍ଵାରା ପୁସ୍ତକ ମନସ୍କ ଓ କବିତା ଲେଖିବା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟା ଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଦ୍ଵାରା ପୁସ୍ତକ ମନସ୍କ ଓ କବିତା ଲେଖିବା କାର୍ଯ୍ୟକ୍ରମ ଠେମରା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ପୁସ୍ତକ ହିଁ ଅନ୍ଧାରରୁ ଆଲୋକ ପଥ ଦେଖାଏ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା । ଏଥିରେ
Read More...

ସ୍ୱର୍ଗତ ଚକ୍ରଧର ପଣ୍ଡାଙ୍କ ୧୧୦ ତମ ଜନ୍ମ ବାର୍ଷିକୀ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହର ପିପି ଏକାଡେମୀ ସରକାରୀ ହାଇସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗତ ଚକ୍ରଧର ପଣ୍ଡାଙ୍କ ୧୧୦ ତମ ଜନ୍ମ ବାର୍ଷିକୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ୟୁତି ରଞ୍ଜନ ମହାଲିଙ୍ଗଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇ । ଏଥିରେ ମୁଖ୍ୟ ଅତିଥି ଭାବରେ
Read More...

ସାପଲହର ଗାୟତ୍ରୀ ଉଚ୍ଚ ବିଦ୍ୟାଳୟର ୩୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସାପଲହର ଗାୟତ୍ରୀ ଉଚ୍ଚ ବିଦ୍ୟାଳୟର ୩୪ ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ତ୍ରିଦିବସୀୟ ମହା ସମାରୋହର ଶେଷ ଦିନରେ ବାର୍ଷିକ ସଭା ଅନୁଷ୍ଠିତ ହେବା ପୂର୍ବରୁ ଗତ ୧୭ ଓ ୧୮ ତାରିଖରେ ବାର୍ଷିକ କ୍ରୀଡ଼ା
Read More...

ବିଦ୍ୟୁତ ସଂଯୋଗ ଠପ୍‌ : ଚିନ୍ତାରେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଅଞ୍ଚଳରେ ଉଠା ଜଳସେଚନ ବିଭାଗ, ବରଗଡ଼ ପକ୍ଷରୁ ଚାଷୀ ମାନଙ୍କ ଜମିକୁ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ବିଦ୍ୟୁତ୍ ଲାଇନ ଟଣା କାମ ବିଗତ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିଲା । ଦୀର୍ଘ ମାସ
Read More...

ରାଉରକେଲାରେ ଦ୍ୱିତୀୟ ବାର୍ଷିକ ପୋଲିସ କ୍ରୀଡ଼ା ପ୍ରତିଯୋଗିତା -୨୦୨୫ ଉଦଘାଟିତ

ସଫଳ କ୍ରୀଡ଼ାବିତ୍‌ମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଆଇଜି ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା ପୋଲିସ ଆନୁକୂଲ୍ୟରେ ଆଜି ସ୍ଥାନୀୟ ରିଜର୍ଭ ପୋଲିସ ଲାଇନ ପରେଡ୍ ଗ୍ରାଉଣ୍ଡଠାରେ ‘ଦ୍ୱିତୀୟ ବାର୍ଷିକ ପୋଲିସ କ୍ରୀଡ଼ା ପ୍ରତିଯୋଗିତା-୨୦୨୫’ ଅନୁଷ୍ଠିତ ହୋଇଯାଇଛି । ଏହି ତିନି
Read More...

ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପଦବୀ ପାଇଁ ମନୋନୀତ ହେଲେ ପ୍ରଶାନ୍ତ ଷଡ଼ଙ୍ଗୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତକାଲି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ଜିଲ୍ଲା କମିଟି ଘୋଷଣା କରିଛନ୍ତି । ଏଥିରେ ଟିଟିଲାଗଡରୁ ପ୍ରଶାନ୍ତ
Read More...

ବାରିପଦା ଠାରେ ୨ ଦିନିଆ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥିତ ଛଉ ପଡିଆ ଠାରେ ଆଜି ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଶୁଭ ଉଦଘାଟନ ହୋଇଯାଇଛି । ଜିଲ୍ଲା ମତ୍ସ୍ୟ ସମ୍ପଦ ଓ ପ୍ରାଣୀ ସମ୍ପଦ କାର୍ଯ୍ୟାଳୟର ମିଳିତ ସହଯୋଗ ତଥା ଜିଲ୍ଲାପାଳ ହେମକାନ୍ତ ସୟଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ
Read More...

ମା’ ସାହାଜି ଯୁବକ ସଂଘ ରୌପ୍ୟ ଜୟନ୍ତୀ ସମାରୋହ

ଗାଁ, ସମାଜ ଓ ଦେଶ ଗଠନ କରିବାରେ ଯୁବକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା' ସାହାଜି ଯୁବକ ସଂଘ କପିଲାଭଟାର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାରୋହ
Read More...

ବୈପାରିଗୁଡା ରେଞ୍ଜରେ ବାଘ ଗଣନା ଆରମ୍ଭ

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ବନ୍ୟଜୀବନ ନିରୀକ୍ଷଣ ଅଭ୍ୟାସର ଅଂଶ ଭାବରେ ଚିହ୍ନଟ ହୋଇଥିବା ଅଞ୍ଚଳଗୁଡ଼ିକୁ ଅନ୍ତର୍ଭୁକ୍ତ କରି ବୈପାରିଗୁଡା ରେଞ୍ଜରେ ବାଘ ଗଣନା ଆରମ୍ଭ ହୋଇଛି । ଆଜି ଆରମ୍ଭ ହୋଇଥିବା ଏହି ଗଣନା ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ବନ ବିଭାଗ
Read More...