ପାଟଣେଶ୍ୱରୀ ମହୋତ୍ସବ ପାଇଁ ସାଲେଭଟା ଗ୍ରାମରେ ପାଟଣେଶ୍ୱରୀ ପୀଠ ଉନ୍ନତି କରଣ ପାଇଁ ଦାବି
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଐତିହାସିକ ସାଲେଭଟା ଗ୍ରାମରେ ହଜାର ହଜାର ବର୍ଷ ପୂର୍ବରୁ ଗୋଟିଏ ଗମ୍ଭିରା ଘରରେ ମାଁ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀ ପୂଜା ପାଇ ଆସୁଛନ୍ତି । ପାଟଣା ଶାସନ ସମୟରେ ରାଜା ବଳରାମ ଦେଓ ନିର୍ମାଣ କରିଛନ୍ତି ବୋଲି କିମ୍ବଦନ୍ତି ଅଛି । ବଲାଙ୍ଗିରର ମାଁ!-->…
Read More...
Read More...