Yearly Archives

2025

ଡାକ୍ତର କୃପାସିନ୍ଧୁ ଭୋଇଙ୍କ ଧର୍ମପତ୍ନୀ ସୂର୍ଯ୍ୟ କୁମାରୀ ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର କୃପାସିନ୍ଧୁ ଭୋଇଙ୍କ ଧର୍ମପତ୍ନୀ ସୂର୍ଯ୍ୟକୁମାରୀ ଭୋଇ (୭୭) ବୁଧବାର ରାଉରକେଲା ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ମର ଶରୀରକୁ ପାଇକମାଲ ସ୍ଥିତ ବାସଭାବନକୁ ରାତିରେ ଅଣାଯାଇଥିଲା । ଗୁରୁବାର ହଜାର ହଜାର
Read More...

ଗୋବିନ୍ଦପୁରରେ ବରଗଡ଼ ମହିଳା ସମିତିର ସଭା

ମହିଳାମାନଙ୍କୁ ସଶକ୍ତ କରୁଥିବା ଉଦ୍ୟୋଗର ବିକାଶ କରାଯାଉ ପଦ୍ମପୁର, (ନିରୋଜ କୁମାର ପାଣୀ) : ମହିଳାମାନଙ୍କୁ ସଶକ୍ତ କରୁଥିବା ଉଦ୍ୟୋଗର ବିକାଶ ସାଙ୍ଗକୁ ଯୋଗାଣ ଶୃଙ୍ଖଳା ଏବଂ ବଜାର ଅଭ୍ୟାସ ଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ବରଗଡ଼ ମହିଳା
Read More...

ନୃସିଂହନାଥ ମନ୍ଦିର ଟ୍ରଷ୍ଟ ତରଫରୁ ବୁଟି ବାବା ଔଷଧୀୟ ଗଛର ଗୋଟିଏ ବର୍ଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ଥିତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ତରଫରୁ ବୁଟି ବାବା ଔଷଧିୟୀ ଗଛର ବଗିଚା ଦେଖିବାକୁ ମିଳିଛି । ମନ୍ଦିର ଠାରୁ ଅନତି ଦୂରରେ ଥିବା ୫ ଏକର ଜମିରେ ମନ୍ଦିର
Read More...

ପାଇକମାଲ ବ୍ଲକର ଯୁବ କଳାକାର ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବ ପାଇଁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ତରଫରୁ ବିକେଏସ୍‌ଏସ୍‌ ସଭାପତି ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଓଦୁଙ୍କ ତତ୍ୱାବଧାନ ଓ ଉପସଭାପତି ତଥା ବରିଷ୍ଠ ଗବେଷକ ଡ଼. ଲଳିତ ଜଗତଙ୍କ ନେତୃତ୍ୱରେ ୨୭ ଜଣିଆ ଲୋକ ଗୀତ ଓ ଲୋକ ନୃତ୍ୟରେ ସାଂସ୍କୃତିକ ଦଳ
Read More...

କୂଅ ଭିତରେ ଦନ୍ତା ହାତୀ, ତଦନ୍ତ ଆରମ୍ଭ କଲେ ଡିଏଫ୍‌ଓ

ସଇଁତଲା, (ଖୁସିରାଣୀ ସାହୁ) : ଜଙ୍ଗଲର ଚାଷଜମି ନିକଟରେ ଥିବା ଏକ କୂଅ ଭିତରେ ପଡ଼ି ରହିଥିବା ଦନ୍ତା ହାତୀକୁ ବନ ବିଭାଗ ଖବର ପାଇବା ପରେ ଉଦ୍ଧାର କରିଛି । ଏନେଇ ବଲାଙ୍ଗିର ଡ଼ିଏଫଓ ଅଜିତ ବିଶି ଘଟଣା ସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିବା ସହ ଲୋକଙ୍କୁ ସଚେତନତା କରାଇଛନ୍ତି । ୩୫ ଟିକିଆ
Read More...

ଖୋଲା ମଦ ସେବନ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟ କଳାପ ବିରୁଦ୍ଧରେ ପୋଲିସର ଏକ ସ୍ୱତନ୍ତ୍ର ଅଭିଯାନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଅସାମାଜିକ ବ୍ୟକ୍ତି ଓ ନିଶାଡ଼ି ହୋଇଯାନ୍ତୁ ସାବଧାନ । ନିଶାଡ଼ି ଓ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ଼ କରିବା ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ସ୍ପେସାଲ୍ ଡ୍ରାଇଭ୍ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା
Read More...

ସଂସଦରେ ଜଳ ଶକ୍ତି ମିଶନ ପ୍ରସଙ୍ଗ ଉଠାଇଲେ ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ଗାଁ ମାନଙ୍କରେ ପାନୀୟଜଳ ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ସହ ୨୦୨୮ ପର୍ଯ୍ୟନ୍ତ କରାଯାଇଥିବା ଜଳଶକ୍ତି ମିଶନକୁ ଶତପ୍ରତିଶତ କାର୍ଯ୍ୟକ୍ଷମ କରିବାର ଲକ୍ଷ କଣ ରହିଛି ? ଯାହାର ଉତ୍ତରରେ ଜଳଶକ୍ତି ମନ୍ତ୍ରୀ ଶ୍ରୀ
Read More...

ଫ୍ରେଣ୍ଡସ କ୍ଲବ ତରଫରୁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଫ୍ରେଣ୍ଡସ କ୍ଲବ ତରଫରୁ ଆଗାମୀ ଦିନରେ ହେବାକୁ ଥିବା ତୃତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ନେଇ ସ୍ଥାନୀୟ ହୋଟେଲ ଏସ୍‌ଜେ ରେଜେନ୍‌ସିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଲୋଟସ ଷଡ଼ଙ୍ଗୀଙ୍କ
Read More...

୧୯ ତମ ଜିଲ୍ଲା ସ୍ତରୀୟ ଜୁନିୟର ରେଡ଼କ୍ରସ ତାଲିମ ଶିବିର ଉଦଘାଟିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ପିପିଲିପାଲି ସ୍ଥିତ ବିଶ୍ଵଭାରତୀ ଚିନ୍ତନ ଶିକ୍ଷା ନିକେତନ ଠାରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ରେଡକ୍ରସର ସଭାପତି ଡ.
Read More...

ଆମୋହମଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଅମୋହମଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତ୍ରିଦିବସୀୟ ବାର୍ଷିକ କ୍ରୀଡା ସମାରୋହ ଉଦଘାଟିତ ହୋଇଯାଇଛି । ଅଧ୍ୟକ୍ଷ ବିରଞ୍ଚି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ
Read More...