Yearly Archives

2024

୧୫ ଦିନ ପରେ ନିଖୋଜ ବୃଦ୍ଧଙ୍କ ମୃତ ଦେହ ମାଟି ତଳୁ ଉଦ୍ଧାର : ହତ୍ୟାକାରୀ କୋର୍ଟ ଚାଲାଣ

ଜମିବାଡି ଓ ଅନ୍ୟକାରଣକୁ ନେଇ କରିଥିଲା ହତ୍ୟା କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ଥାନା ଧାମନଡଙ୍ଗା ପଂଚାୟତ ରଜାମରା ଗାଁର ଧୁବଲ ରଣା (୭୦) ୧୫ଦିନ ତଳେ ନିଖୋଜ ହୋଇଥିବା ଏକ ଥାନାରେ ତାର ପରିବାର ପକ୍ଷରୁ ଅଭିଯୋଗ କରିଥିଲେ । ହେଲେ ପୋଲିସ ଏହି ଘଟଣାକୁ…
Read More...

ଓକିଲଙ୍କ ଘରୁ ଚୋରୀ କରିଥିବା ଅଭିଯୁକ୍ତ ଗିରଫ : ଅଭିଯୁକ୍ତ କୋର୍ଟ ଚାଲାଣ

୮୧ ହଜାର ଟଙ୍କା ସହ ୧୦୦ଗ୍ରାମ ସୁନା ଉଦ୍ଧାର କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି, ଉପକଣ୍ଠସ୍ଥ ସେଂଟ ଜାଭିୟର୍ସ ହାଇସ୍କୁଲ ସମ୍ମୁଖରେ ଥିବା ଅନିଲ ଅଗ୍ରୱାଲଙ୍କ ଘରୁ ଗତ ତା ୩.୩.୨୦୨୪ରୀଖ ଚୋରି ହୋଇଥିଲା । ଏହି ଚୋରୀକୁ ନେଇ ଅଗ୍ରୱାଲ ଥାନାରେ ଏକ ଲିଖିତ…
Read More...

ସ୍ୱରାଗିଣୀ ପାଳିଲା ଆନ୍ତର୍ଜାତିକ ମହିଳା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳାଙ୍କ ଅନୁଷ୍ଠାନ ସ୍ୱରାଗିଣୀ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ ମଙ୍ଗଳଙ୍କ ସଭାପତିତ୍ୱ, ସମ୍ପାଦିକା ପୁଷ୍ପଲତା ବିଶ୍ୱାଳଙ୍କ ଆବାହକତ୍ଵ ଓ…
Read More...

ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସୁଦ୍‌ପଡ଼ା ୱାର୍ଡ ନଂ. ୯ ଓ ୧୦ରେ ହନୁମାନ ମନ୍ଦିର ପ୍ରହରୀ ମଣ୍ଡପ ଓ ଏକ ରାସ୍ତା ତଥା ୨୧ ନମ୍ବର ୱାର୍ଡରେ ସିନିଅର୍‌ ସିଟିଜନ୍‌ ମାନଙ୍କ ପାଇଁ ଏକ ଗୃହ ଓ ଏକ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା…
Read More...

ଦୁର୍ଗ – ପୁରୀ ଇଣ୍ଟରସିଟି ଟ୍ରେନ ରହଣି ପାଇଁ ଓଡିଶା ସାମ୍ବାଦିକ ସଂଘ ତରଫରୁ ଡିଆରଏମ୍‌ଙ୍କୁ ଦାବୀପତ୍ର ପ୍ରଦାନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗୀର ଜିଲ୍ଲା ସଇଁତଲା ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳି ହୋଇଥିବା ବେଳେ ଏଠିକାର ଲୋକେ ଦୂରଦୂରାନ୍ତ ସ୍ଥାନକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏହି ସଇଁତଲା ରେଳଷ୍ଟେସନରେ ଠାରେ ଦୁର୍ଗ - ପୁରୀ ଇଣ୍ଟରସିଟି ଟ୍ରେନ ରହି…
Read More...

ସଚେତନ ନାଗରିକ ମଞ୍ଚର ୧୦ମ ବାର୍ଷିକୋତ୍ସବ ଓ କାର୍ଯ୍ୟାଳୟ ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଚେତନ ନାଗରିକ ମଞ୍ଚର ୧୦ମ ବାର୍ଷିକୋତ୍ସବ ଓ କାର୍ଯ୍ୟାଳୟ ଉଦ୍‌ଘାଟନ ଛେଣ୍ଡଠାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଇଂ ବିମଳ କୁମାର ବିଶିଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ପି ପି ରାୟଙ୍କ ଆବାହକତ୍ଵ ତଥା ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ…
Read More...

ସ୍କୁଟି ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଆଇସିଆଇସିଆଇ ବ୍ୟାଙ୍କ ସାମ୍ନାରୁ ସ୍କୁଟିର ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ନେଇଗଲେ ଦୁର୍ବୃତ୍ତ । ଏଭଳି ଏକ ଅଭିଯୋଗ ଆଜି ବଲାଙ୍ଗିର ଟାଉନ୍‌ ଥାନାରେ ପହଂଚିଛି । ବଲାଙ୍ଗିର ଟିକ୍ରାପଡ଼ାର ଅଙ୍କୁଶ ପ୍ରସାଦ ହୋତା ଅଭିଯୋଗ କରିଛନ୍ତି ଯେ, ଆଜି…
Read More...

କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା : ଦୁଇଜଣଙ୍କ ଗୋଡ଼ ଛିଣ୍ଡିଗଲା, ଜଣେ ଗୁରୁତର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କଣ୍ଟାବାଞ୍ଜିରୁ ତୁରେକେଲାକୁ ସଂଯୋଗ କରୁଥିବା ରାସ୍ତାର ଝରଣୀ ଛକ ନିକଟରେ ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ତୁରେକେଲା ପଟୁ ଏକ ବାଇକ୍‌ରେ ତିନି ଜଣ ଆସୁଥିବା ବେଳେ କଣ୍ଟାବାଞ୍ଜି ପଟୁ ଆସୁଥିବା ଏକ…
Read More...

କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ତାଲିମ ଆରମ୍ଭ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଚଳିତ ସାଧାରଣ ନିର୍ବାଚନ -୨୦୨୪ ନିମନ୍ତେ କଳାହାଣ୍ଡି ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀମାନଙ୍କୁ ନେଇ ନିର୍ବାଚନ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଭବାନୀପାଟଣା ଉପଖଣ୍ଡ ଅନ୍ତର୍ଗତ ମା…
Read More...

ମୁଖିଗୁଡ଼ା ଅଞ୍ଚଳରେ ବେଆଇନ ବିଦେଶୀ ମଦ କାରବାର : ପୁଲିସ-ଅବକାରୀ ବିଭାଗ ନୀରବ ଦ୍ରଷ୍ଟା

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲା ଜୟପଟଣାର ମୁଖିଗୁଡ଼ା ଅଞ୍ଚଳରେ ବେଆଇନ ବିଦେଶୀ ମଦ କାରବାର ଖୋଲାମଖୁଲା ଚାଲୁ ଥିଲେ ମଧ୍ୟ ପୋଲିସ ଓ ଅବକାରୀ ବିଭାଗ ନୀରବ ଦ୍ରଷ୍ଟା ସାଜିଥିବା ନେଇ ବୁଦ୍ଧଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ମୁଖିଗୁଡ଼ାରେ ଇନ୍ଦ୍ରାବତୀ ଜଳ…
Read More...