Yearly Archives

2024

ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ, ୪ ଅସୁସ୍ଥ

କଣ୍ଟିଗଡ଼ିଆ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କଣ୍ଟିଗଡ଼ିଆ ପଞ୍ଚାୟତ ପିପଳିଡିହ ଗ୍ରାମରେ ମହୁମାଛି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣ ଆହତ ହୋଇଛନ୍ତି । ମୃତକ ଏହିଗ୍ରାମର ପ୍ରାକ୍ତନ ୱାର୍ଡସଭ୍ୟ ଗଙ୍ଗାଧର ମହାପାତ୍ର(୭୨) । ସୂଚନା ଅନୁସାରେ ଆଜି ଗାଁ ଆରପଟ ନସିଡ଼ିପୁର…
Read More...

ଲକ୍ଷ୍ମୀବସ୍ ଓ ବାଇକ୍ ମଧ୍ୟରେ ଧକ୍କା : ୧ ମୃତ, ୧ ଗୁରୁତର

କଣ୍ଟାମାଳ : ମଙ୍ଗଳବାର ସକାଳ ୮ଟା ସମୟରେ କଣ୍ଟାମାଳ ଥାନା ଲମ୍ବସରୀ ଛକ ନିକଟରେ ଲକ୍ଷ୍ମୀ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଖବର ଅନୁସାରେ କଣ୍ଟାମାଳ ବ୍ଲକ ବିଚିକା ଗାଁର ପ୍ରଶାନ୍ତ ମହାନନ୍ଦିଆ ଓ ବାଲ୍ମୀକି ମହନନ୍ଦିଆ କୌଣସି କାମରେ…
Read More...

ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା : ଦୁଇ ଗୁରୁତର

ଭୁବନେଶ୍ୱର : ଭୁବନେଶ୍ୱର ଟଙ୍କପାଣି ରୋଡ୍‌ ଛକ ଉପରେ ଘଟିଛି ଦୁର୍ଘଟଣା । ପଙ୍କ ବୋଝେଇ ଟ୍ରକ୍‌କୁ ପିଟିଲା ଫ୍ଲାଏଆସ୍ ବୋଝେଇ ଟ୍ରକ୍‌ । ଏହି ଦୁର୍ଘଟଣାରେ ଦୁଇ ଗୁରୁତର ଡ୍ରାଇଭରଙ୍କୁ ନିକଟସ୍ଥ ମେଡିକାଲ୍‌ରେ ଭର୍ତ୍ତି କରାଯାଛି । ଖବର ଅନୁଯାୟୀ, କଟକ ପଟୁ ଓଆର୍‌୦୯ଏନ୍‌ଏନ୍‌୨୫୨୪ ନମ୍ବର…
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ରାମଚନ୍ଦ୍ର ପଟେଲ ଯୋଗଦେଇ ହିନ୍ଦୁ ନବବର୍ଷର ମହତ୍ତ୍ଵ ବିଷୟରେ ଆଲୋକପାତ…
Read More...

ହାତୀ ଆକ୍ରମଣରେ ଜଣେ ଯୁବକ ମୃତ

ବାଙ୍କୀ : ହାତୀ ଆକ୍ରମଣରେ ଜଣେ ଯୁବକ ମୃତ । ବାଙ୍କୀ ଡମପଡା ଗୟଳବାଙ୍କ ଗ୍ରାମରେ ଏଭଳି ଏକ ଘଟଣା ଘଟିଛି । ମୃତକ ଜଣକ ହେଉଛନ୍ତି ଗୟଳବାଙ୍କ ଗ୍ରାମର ବାଙ୍କ ସାହୁ । ସୂଚନାନୁଯାୟୀ ସୋମବାର ରାତିରେ ବାଙ୍କୀ ଡମପଡା ଚନ୍ଦକା ଅଭୟାରଣ୍ୟରୁ ହାତୀ ଫସଲ ଖାଇବାକୁ ଆସିଥିଲେ । ଏହି ସମୟରେ ବାଙ୍କ…
Read More...

ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସାମ୍ୱାଦିକ ସମ୍ମିଳନୀ

ବରଗଡ, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଏକ ହୋଟେଲରେ ବରଗଡ଼ ଜିଲ୍ଲାର ସାମ୍ୱାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ ଝାରସୁଗୁଡା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା, ଲୋକଙ୍କ ବିସ୍ଥାପନ, ସ୍ଥାନୀୟ ନିଯୁକ୍ତି ପ୍ରତି ଦୃଷ୍ଟି ଦେବେ । ସେହିପରି ବରଗଡ଼ ଜିଲ୍ଲାରେ ୩୧୦୦ ଟଙ୍କା ଧାନ…
Read More...

ଭାରତୀୟ ଜନତା ପାର୍ଟରୁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲେ : ପିପିଲିର ଲଢୁଆ ସଂଗଠକ ଯୁବ ନେତା ରାଧାମୋହନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲିର ଲଢୁଆ ସଂଗଠକ ଯୁବ ନେତା ତଥା ସମାଜସେବୀ ଭାରତୀୟ ଜନତା ପାର୍ଟରୁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ନିକଟକୁ ପଠାଇଥିବା ରାଧାମୋହନ ସୂଚନା ଦେଇଛନ୍ତି ।
Read More...

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ…

ଭୁବନେଶ୍ୱର, (ପିଆଇବି) : ସଂସ୍କୃତ ବିଭାଗ ପକ୍ଷରୁ ସୋମବାର ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ 'ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା' ଶୀର୍ଷକ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି । ୨୦୨୪ ଏପ୍ରିଲ ୮ରୁ ୧୦…
Read More...

ଘୁଷୁରାମୁଣ୍ଡା ଗ୍ରାମରେ କୋଶଲି ଭାଷା ସୁରକ୍ଷା ସମିତି ପକ୍ଷରୁ ଗାଁକୁ ଚାଲ ଅଭିଯାନ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଦୀର୍ଘ ଚାରି ଦଶନ୍ଧି ଧରି କୋଶଲି ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦେବା, ପ୍ରାଥମିକ ସ୍ତରରେ ପିଲାଙ୍କୁ କୋଶଲି ଭାଷାରେ ଶିକ୍ଷାଦାନ, କୋଶଲି ଭାଷା ଗବେଷଣା କେନ୍ଦ୍ର ସ୍ଥାପନ ଏବଂ ଏକ ଏକାଡେମୀ ପ୍ରତିଷ୍ଠା ପାଇଁ ଦାବୀ ହୋଇ ଆସୁଛି, କିନ୍ତୁ ସରକାର ଏ…
Read More...

ବଲାଙ୍ଗିର ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ସଇଁତଲାଠାରେ ବିପୁଳ ସମ୍ବର୍ଦ୍ଧନା

ସଇଁତଲା, (ପ୍ରମୋଦ ସେଲମା) : ଗତକାଲି ବିଜୁ ଜନତା ଦଳର ବଲାଙ୍ଗିର ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଛି । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସଇଁତଲା ବିଜୁ ଜନତା ଦଳ ତରଫରୁ ସଂଧ୍ୟାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।…
Read More...