ପବନ ଓ ବର୍ଷା ହେତୁ ଭାରସାମ୍ୟ ହରାଇ ଡ୍ୟାମରେ ଓଲଟିଲା ଡଙ୍ଗା : ୬ ଜଣ ନିଖୋଜ
ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଉଜନି ଡ୍ୟାମରୁ ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଡଙ୍ଗା ବୁଡ଼ିଯିବା ପରେ ୬ ଜଣ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯାତ୍ରୀଙ୍କ ମଧ୍ୟରେ ଦୁଇଜଣ ପିଲାଙ୍କ ସମେତ ୬ ଜଣ ଯାତ୍ରୀ ଥିଲେ । ଇନ୍ଦାପୁର ତହସିଲଦାର ଶ୍ରୀକାନ୍ତ ପାଟିଲ ଡଙ୍ଗା!-->…
Read More...
Read More...