Yearly Archives

2024

ସଇଁତଲା ଭୂତେଶ୍ୱର ବାବା ପୀଠରେ ନୂତନ ତମ୍ବା ନାଗ ସ୍ଥାପନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଲାନ୍ଥନଦୀ କୂଳରେ ଥିବା ଭୂତେଶ୍ୱର ବାବା ପୀଠ ଠାରେ ନୂତନ ତମ୍ବା ନାଗ ସ୍ଥାପନ କରାଯାଇଛି । ଏହାର ଉଚ୍ଚତା ପ୍ରାୟ ୩ ଫୁଟ ବୋଲି ଜଣାପଡିଛି । ଉକ୍ତ ପୀଠରେ ପୂଜାର୍ଚ୍ଚନା ପାଇଁ କର୍ତ୍ତା ଭାବରେ କମିଟି ସମ୍ପାଦକ ରାଜେଶ ସାହୁ ଓ…
Read More...

ସଇଁତଲାରେ ମହନ୍ତ ସଚ୍ଚିଦାନନ୍ଦ ଦାସଙ୍କୁ ସମ୍ବର୍ଦ୍ଧନା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବ୍ଲକ ଛକ ଠାରେ ମଣ୍ଡଲେଶ୍ୱର ଶ୍ରୀ ମହନ୍ତ ସଚ୍ଚିଦାନନ୍ଦ ଦାସ ମହାରାଜ ଜୀଙ୍କୁ ସ୍ଥାନୀୟ ମହାଲକ୍ଷ୍ମୀ ପୂଜା କମିଟି ତରଫରୁ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ପରିପେକ୍ଷୀରେ ମହାରାଜ…
Read More...

ମୃତ ଗାଈର ଅନ୍ତିମ ସଂସ୍କାର କଲେ ସଇଁତଲା ବଜରଙ୍ଗ ଦଳ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଗୋପବନ୍ଧୁପଡାର ଜୈନିକ ବ୍ୟକ୍ତି ବଳରାମ ସରାଫଙ୍କ ଗୋଟିଏ ଗାଈ କିଛି ବିଷାକ୍ତ ଖାଦ୍ୟ ଖାଇ ତା'ର ମୃତ ହୋଇଥିଲା । ଘରେ ଗାଈ ମାଲିକ ଅନୁପସ୍ଥିତ ଥିବାରୁ ଖବର ପାଇଁ ସ୍ଥାନୀୟ ବଜରଙ୍ଗ ଦଳ ମୃତ ଗାଈର ଶବ ଉଦ୍ଧାର କରି ଏକ ଜେସିପି…
Read More...

ରେଳ ବଜେଟ୍ ସମ୍ପର୍କରେ ସୂଚନା ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାରେ ରେଳ ବିକାଶ ପାଇଁ ୧୦ ହଜାର ୫୮୬ କୋଟି ଟଙ୍କାର ବ୍ୟୟବରାଦ୨୦୦୯ରୁ ୧୪ ତୁଳନାରେ ସାଢ଼େ ୧୨ଗୁଣ ରେଳ ଅନୁଦାନ ମିଳିଛିଓଡ଼ିଶାରେ ଗତ ଦଶ ବର୍ଷ ମଧ୍ୟରେ ତିନିଗୁଣ ଅଧିକ ବେଗରେ ନୂଆ ରେଳ ଲାଇନ୍ ନିର୍ମାଣ ହୋଇଛିପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରେ ରେଳ ବିକାଶ ପ୍ରତି ବିଶେଷ ଗୁରୁତ୍ୱାରୋପ…
Read More...

ବରାଳଦେବୀ ମନ୍ଦିର ଚୋରୀ ଘଟଣା : ଟଙ୍କା ଜବତ ସହ ୩ ଗିରଫ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ବଲସକୁମ୍ପା ଠାରେ ଥିବା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ବରାଳଦେବୀ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ତିନି ଦୁର୍ବୁତ୍ତ ଶନିବାର ଦିନ ଚୋରି କରିଥିଲେ । ରବିବାର ଦିନ ସକାଳେ ମନ୍ଦିର ପୂଜକ ଅଭୟ…
Read More...

ବିଧାନସଭାରେ ଉଠିଲା ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରସଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଓଡିଶାର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ବହୁବର୍ଷ ହେଲା ଦାବି ହୋଇଆସୁଛି । ଆଜି ଏହି ପ୍ରସଙ୍ଗରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ବିଧାନସଭାରେ ଏନେଇ ପ୍ରଶ୍ନ ଉପସ୍ଥାପନ କରିଛନ୍ତି । ବଲାଙ୍ଗିରରେ କୃଷି…
Read More...

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ…
Read More...

ନବନିର୍ବାଚିତ ଫାଓ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ରବିବାର ଦିନ କଟକ ବାରବାଟୀ ଷ୍ଟାଡିୟମ୍‌ ପରିସରରେ ଓଡିଶା ଫୁଟବଲ୍‌ ସଂଘ (ଫାଓ)ର ସାଧାରଣ ସଭା ସହ ଆସନ୍ତା ୪ ବର୍ଷ ପାଇଁ କାର୍ଯ୍ୟକର୍ତ୍ତା ନିର୍ବାଚନ ହୋଇଥିଲା । ଡ. ଶ୍ରୀକର ମିଶ୍ର କାର୍ଯ୍ୟକାରୀ ସଭାପତି ପଦରେ ତୃତୀୟ ଥର ପାଇଁ ନିଦ୍ୱନ୍ଦରେ ନିର୍ବାଚିତ…
Read More...

ଜନଜାତି ବ୍ୟାପାର ମନ୍ତ୍ରଣାଳୟର ବଜେଟ୍ ବ୍ୟୟବରାଦ ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୭୩.୬୦% ବୃଦ୍ଧି ପାଇ ପ୍ରାୟ ୧୩,…

ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ ଘୋଷଣା୬୩,୦୦୦ ଗ୍ରାମକୁ ସାମିଲ କରିବା ଲକ୍ଷ୍ୟ୫ କୋଟି ଆଦିବାସୀ ଉପକୃତ ହେବେପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ ଘୋଷଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ :…
Read More...

ଦରଦାମ ବୃଦ୍ଧି ନିୟନ୍ତ୍ରଣ, ମଦ-ମାଦକ ଦ୍ରବ୍ୟ ସଂପୂର୍ଣ୍ଣ ନିଷିଦ୍ଧ ଆଦି ଦାବିରେ ବିଧାନସଭା ସମ୍ମୁଖରେ ଏସ୍‌ୟୁସିଆଇର ଗଣ…

ଭୁବନେଶ୍ୱର : ଆଜି ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟରେ ନୂତନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭରେ ସାଧାରଣ ମଣିଷର ଜୀବନ ଜୀବିକାର କେତେକ ମୌଳିକ ଦାବି ପୁରଣ ତଥା ଜ୍ୱଳନ୍ତ ସମସ୍ୟା ସମାଧାନ ଦାବିରେ ରାଜ୍ୟ ବିଧାନସଭା ସମ୍ମୁଖରେ ଏକ ରାଜ୍ୟସ୍ତରୀୟ ଗଣ…
Read More...